ଅନ୍ତିମ ସଂସ୍କାର ବୀମା

ଅନ୍ତିମ ସଂସ୍କାର ବୀମା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ସୁନାର ରାସ୍ତା

ଆଜିକାଲି ବିଭିନ୍ନ ବୀମା ଯେପରି ଗାଡି ବୀମା, ସ୍ବାସ୍ଥ୍ୟ ବୀମା, ନିଜର ବିଭିନ୍ନ ଗ୍ୟାଜେଟ ଫୋନ୍, ଲାପଟପ ଓ ଅନ୍ୟାନ୍ୟ ସାମଗ୍ରୀର ବୀମା କରାଯାଉଛି । ହେଲେ ପୃଥିବୀରେ ଏଭଳି ଏକ ଦେଶ ରହିଛି ଯେଉଁଠି ଲୋକ ଅନ୍ତିମ ସଂସ୍କାର ବୀମା କରାଉଛନ୍ତି । ଜିମ୍ବାବେ ଏଭଳି ଏକ ଦେଶ ଯେଉଁଠାରେ ସ୍ବାସ୍ଥ୍ୟବୀମା ଖୁବ ଅଧିକ ମହଙ୍ଗା । ଏଠାରେ ଲୋକଙ୍କ ପାଖରେ ସ୍ବାସ୍ଥ୍ୟବୀମା ଭରିବା ପାଇଁ ସମ୍ଭଳ ନାହିଁ । ତେଣୁ ଏହାଠାରୁ ସସ୍ତା ଥିବା ଅନ୍ତିମ ସଂସ୍କାର ବୀମା ଲୋକ କିଣୁଥିବା ଦେଖିବାକୁ ମିଳୁଛି । ଚିକିତ୍ସା କରାଇବାର ଖର୍ଚ୍ଚ ଏଠାରେ ଅଧିକ ଥିବାରୁ ଲୋକମାନେ ଅନେକ ଧାର ଉଧାର କରୁଛନ୍ତି । ତେଣୁ ପରିବାର ଉପରେ ଅନ୍ତିମ ସଂସ୍କାର ଖର୍ଚ୍ଚର ବୋଝ ନଦେବାକୁ ଏଭଳି ନିଷ୍ପତ୍ତି ନେଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର ଏକାଠି ଦେଖାଗଲେ ୪ ଚନ୍ଦ୍ର !

Tags:

Related Posts