ଏକ ଟଙ୍କାରେ ବିଦେଶ ଯାତ୍ରା

ଏକ ଟଙ୍କାରେ ବିଦେଶ ଯାତ୍ରା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପୋଙ୍ଗଲ

ନିକଟରେ ଛୋଟପିଲାମାନେ ଏକ ଟଙ୍କାରେ ବିଦେଶ ଯାତ୍ରା କରିପାରିଛନ୍ତି । ସୂଚନା ଅନୁସାରେ ଇଣ୍ଡିଗୋ ଏୟାର ଲାଇନ ନୂଆବର୍ଷ ପାଇଁ ଏକ ନୂଆ ପ୍ରୋଜେକ୍ଟର ଲଞ୍ଚ କରିଥିଲା, ଯେଉଁଥିରେ ଏହି ସୁବିଧା ମିଳିଥିଲା । ମାତ୍ର ଏକ ଟଙ୍କା ଦେଇ ପିଲାମାନେ ଏଥିରେ ବିମାନ ଯାତ୍ରା କରିପାରିଥିଲେ । ଏହି ସୁବିଧା ଏୟାର ଲାଇନ ପକ୍ଷରୁ ୧୩ ଜାନୁଆରୀରୁ ୧୬ ଜାନୁଆରୀ ପର୍ଯ୍ୟନ୍ତ ଏହି ସୁବିଧା ପ୍ରଦାନ କରାଯାଇଥିଲା । ଏଥିରେ ଦୁଇ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଯୋଜନାଟି ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହାକୁ ଆଗକୁ ଜାରି ରଖିବା ପାଇଁ ଏଆର ଲାଇନ୍ସକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି ।

ସମ୍ବନ୍ଧିତ ଖବର ଲୋନରେ ମିଳୁଛି ଛେଳି

Tags: