ମହିଳାଙ୍କୁ ଡରି ୫୦ ବର୍ଷ ଏକୁଟିଆ

ମହିଳାଙ୍କୁ ଡରି ୫୦ ବର୍ଷ ଏକୁଟିଆ
Ipsita Picture
By: Ipsita


ନିକଟରେ ଏକ ଘଟଣା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ମହିଳାଙ୍କୁ ଡରି ଦୀର୍ଘ ୫୦ ବର୍ଷ ହେଲା ଏକୁଟିଆ ରହୁଛନ୍ତି । ବୈଜ୍ଞାନିକ ଭାଷାରେ ଏହି ସମସ୍ୟାକୁ ଗାଇନୋଫୋବିଆ କୁହାଯାଇଥାଏ । ଯେଉଁ ରୋଗ ହେଲେ ରୋଗୀମାନେ ମହିଳାଙ୍କୁ ଖୁବ ଅଧିକ ଡରିଥାଆନ୍ତି । ୧୬ ବର୍ଷ ବୟସରୁ ଏହି ବ୍ୟକ୍ତି ଜଣଙ୍କ ଉକ୍ତ ରୋଗରେ ପିଡିତ । ଯେଉଁ କାରଣରୁ ସେ ୫୦ ବର୍ଷ ହେଲା ଗୋଟିଏ ଘରେ ବାସ କରୁଛନ୍ତି । ମହିଳାଙ୍କୁ ଦେଖିଲେ ଏମାନଙ୍କର ପାନିକ ଆଟାକ ଆସିବାର ଆଶଙ୍କା ରହିଥାଏ । ବ୍ୟକ୍ତି ଜଣଙ୍କ ଯେଉଁ ଘରେ ରହୁଛନ୍ତି ସେହି ଘରକୁ କପଡା ଓ ବିଭିନ୍ନ ପ୍ରକାର ସାମଗ୍ରୀରେ ଘୋଡାଇ ରଖିଛନ୍ତି ।

Read More ଶୈବାଳରୁ ବିଜୁଳି

Tags: