ବିଶ୍ୱ ଚକୋଲେଟ ଦିବସ

ପ୍ରତିବର୍ଷ ଜୁଲାଇ ୭ରେ ସାରା ବିଶ୍ୱରେ ପାଳନ କରାଯାଇଥାଏ ବିଶ୍ୱ ଚକୋଲେଟ୍‌ ଦିବସ । କେତେକଙ୍କ ମତରେ ଏହାୟୁରୋପରେ ଚକୋଲେଟର ବ୍ୟବହାରର ଏକ ବାର୍ଷିକୀ ଉତ୍ସବ । ବିଶ୍ୱ ଚକୋଲେଟ ଦିବସ ପାଳନ ୨୦୦୯ ମସିହାରୁ ଆରମ୍ଭ ହୋଇଥିବା ସୂଚନା ରହିଛି । ତେବେ କେବଳ ଜୁଲାଇ ୭ ନୁହେଁ ଅନ୍ୟଦିନରେ ମଧ୍ୟ ଚକୋଲେଟ ଦିବସ ପାଳନର ପ୍ରଚଳନ ଅଛି, ଯେପରିକି ୨୮ ଅକେଫାବରରେ ଯୁକ୍ତରାଷ୍ଟ୍ରରେ ଜାତୀୟ ଚକୋଲେଟ ଦିବସ ପାଳିତ ହୁଏ । ପ୍ରଥମଥର ପାଇଁ […]

ବିଶ୍ୱ ଚକୋଲେଟ ଦିବସ
Samaya Live Picture
Published On

ପ୍ରତିବର୍ଷ ଜୁଲାଇ ୭ରେ ସାରା ବିଶ୍ୱରେ ପାଳନ କରାଯାଇଥାଏ ବିଶ୍ୱ ଚକୋଲେଟ୍‌ ଦିବସ । କେତେକଙ୍କ ମତରେ ଏହାୟୁରୋପରେ ଚକୋଲେଟର ବ୍ୟବହାରର ଏକ ବାର୍ଷିକୀ ଉତ୍ସବ । ବିଶ୍ୱ ଚକୋଲେଟ ଦିବସ ପାଳନ ୨୦୦୯ ମସିହାରୁ ଆରମ୍ଭ ହୋଇଥିବା ସୂଚନା ରହିଛି । ତେବେ କେବଳ ଜୁଲାଇ ୭ ନୁହେଁ ଅନ୍ୟଦିନରେ ମଧ୍ୟ ଚକୋଲେଟ ଦିବସ ପାଳନର ପ୍ରଚଳନ ଅଛି, ଯେପରିକି ୨୮ ଅକେଫାବରରେ ଯୁକ୍ତରାଷ୍ଟ୍ରରେ ଜାତୀୟ ଚକୋଲେଟ ଦିବସ ପାଳିତ ହୁଏ । ପ୍ରଥମଥର ପାଇଁ ୧୫୫୦ରେୟୁରୋପରେ ଚକୋଲେଟର ପ୍ରବେଶ ହୋଇଥିଲା ଯାହାର ସ୍ମୃତି ଉଦେଶ୍ୟରେ ଏହି ଦିବସ ପାଳନ କରାଯାଇଥାଏ । ଏହି ଦିନ ବିଭିନ୍ନ ସ୍ଥାନରେ ଚକୋଲେଟକୁ ଭିନ୍ନ ଢଙ୍ଗରେ ଲୋକମାନେ ଉପଭୋଗ କରିଥାଆନ୍ତି । ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେଉଥିବାର ଦେଖିବାକୁ ମିଳିଥାଏ ।

Tags: