ଛେନା ବିସ୍କୁଟ
ସାମଗ୍ରୀ _ ମଇଦା, ଚିନି, କ୍ଷୀର, ଛେନା, ରିଫାଇନ, ଚା, ବେକିଂ ପାଉଡର, ଘିଅ, ଲୁଣ ।
ପ୍ରଣାଳୀ _ ଚିନିକୁ ଗୁଣ୍ଡ କରି ଦିଅନ୍ତୁ । ମଇଦା ସହିତ ବେକିଂ ପାଉଡରକୁ ଭଲଭାବରେ ମିଶାଇ ଦିଅନ୍ତୁ । ଚିନି, ଲୁଣ, ଘିଅ, ରିଫାଇନ, ଚିପୁଡା ଛେନାକୁ ମିଶାଇ ଭଲଭାବରେ ମିଶାଇ ଦିଅନ୍ତୁ । ସେଥିରେ ମଇଦା ଓ କ୍ଷୀର ମିଶାଇ ଦଳି ଦିଅନ୍ତୁ । ଏହାକୁ ମନ ମୁତାବକ ଆକାରରେ ବିସ୍କୁଟ କାଟି ଓଭାନରେ ରଖି ବେକ କରି ଦିଅନ୍ତୁ ।
Tags:




