ବଲ୍ଡିବିଲ୍ଡର ରେସ୍ତୋରାଁ
By: Ipsita
ଜାପାନର ଟୋକିଓରେ ରହିଛି ଅଣ୍ଡରଗ୍ରାଉଣ୍ଡ ବାର ଓ ରେସ୍ତୋରାଁ ଯେଉଁଠାକୁ ଗ୍ରାହକମାନେ ମହିଳା ବଲ୍ଡିବିଲ୍ଡରଙ୍କୁ ଦେଖିବାକୁ ଭିଡ ଲଗାଉଛନ୍ତି । ଏଠାରେ ମହିଳା ବଡିବିଲïରମାନେ ଗ୍ରାହକଙ୍କ ମନୋରଞ୍ଜନ କରୁଛନ୍ତି । ଏମାନଙ୍କର ନିଆରା ଷ୍ଟାଇଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହାପଛରେ ହେଲ୍ଦି ଲାଇଫ ଷ୍ଟାଇଲକୁ ପ୍ରେରିତ କରିବା ପାଇଁ ରେସ୍ତୋରାଁ ଆପଣାଇଥିବା ପ୍ରକାଶ କରିଛି । ଏହି ରେସ୍ତୋରାଁରେ ୮୦ ମିନିଟ ପାଇଁ ପାଖାପାଖି ୪୦ ଡଲାର ନେଉଛନ୍ତି । ଯେଉଁଥିରେ ପ୍ରୋଟିନ ସେକ ଓ ଅନଲିମିଟେଡ ଜୁସ ଗ୍ରାହକଙ୍କୁ ପରଷା ଯାଇଥାଏ ।
Read More ଦୁଗ୍ଧରୁ ପ୍ରସ୍ତୁତ ହେବ ପୋଷାକ
Tags:


