ସମୁଦ୍ର ଭିତରେ ଭାରତନାଟ୍ୟମ

ସମୁଦ୍ର ଭିତରେ ଭାରତନାଟ୍ୟମ
Ipsita Picture
By: Ipsita


ପୁଡୁଚେରୀର ଯୁବନୃତ୍ୟଶିଳ୍ପୀ ତଥା ଡାଇବର ଥାରାଗଇ ଆରାଧନା ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି । ସେ ସମୁଦ୍ର ଭିତରେ ପାଖାପାଖି ୨୦ ଫୁଟ ଭିତରେ ଭାରତନାଟ୍ୟମ ନୃତ୍ୟ ପରିବଷେଣ କରିଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ପଛର ଉଦ୍ଦେଶ୍ୟ ସମୁଦ୍ରରେ ବଢୁଥିବା ପ୍ଲାଷ୍ଟିକ ଆବର୍ଜନାକୁ ଦୂର କରିବା । ଏହାକୁ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଆରାଧନା ଏହି ନୃତ୍ୟ କରିଛନ୍ତି । ପାଣିଭିତରେ ନୃତ୍ୟ ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ଏପରିକି ତାଙ୍କୁ ପାଣି ଭିତରେ ଗୀତ ଶୁଣା ଯାଉନଥିଲା ହେଲେ ସେ ତଥାପି ଏହି ନୃତ୍ୟକୁ ସମ୍ପୂର୍ଣ୍ଣ କରିଥିଲେ ।

ସମ୍ବନ୍ଧିତ ଖବର ବ୍ୟଡମିଣ୍ଟନ ଖେଳୁଛି ରୋବଟ

Tags:

Related Posts

ହାଇଟେକ ହିଜାବ

ହାଇଟେକ ହିଜାବ

ଲୁଇ ବ୍ରେଲ୍

ଲୁଇ ବ୍ରେଲ୍

ସୁସ୍ବାଦୁ ୨୫

ସୁସ୍ବାଦୁ ୨୫

ନିଆରା ପରମ୍ପରା

ନିଆରା ପରମ୍ପରା