ପୁରସ୍କୃତ ଭାରତୀୟ ଚଳଚ୍ଚିତ୍ର

ପୁରସ୍କୃତ ଭାରତୀୟ ଚଳଚ୍ଚିତ୍ର
Ipsita Picture
By: Ipsita
Published On

 

  • ୧୯୪୬ : ଚେତନ ଆନନ୍ଦଙ୍କ ଚଳଚ୍ଚିତ୍ର ନୀଚା ନଗରକୁ ଗ୍ରାଣ୍ଡ ପ୍ରିକ୍ସ ଡୁ ଫେଷ୍ଟିଭାଲ ଇଣ୍ଟରନେସନାଲ ଡୁ ଫିଲ୍ମପୁରସ୍କାର
  • ୧୯୫୪ : ବିମଲ ରୟଙ୍କ ଚଳଚ୍ଚିତ୍ର ଦୋ ବିଘା ଜମିନ୍କୁ ଇଣ୍ଟରନେସନାଲ ପ୍ରାଇଜ୍
  • ୧୯୫୫ : ବେବି ନାଜ୍ଙ୍କୁ ବୁଟ୍ ପଲିଶ୍ପାଇଁ ସ୍ପେଶାଲ ମେନସନ, ଚାଇଲ୍ଡ ଆର୍ଟିଷ୍ଟପୁରସ୍କାର
  • ୧୯୫୬ : ସତ୍ୟଜିତ ରଏଙ୍କ ଚଳଚ୍ଚିତ୍ର ପାଥେର ପାଞ୍ଚାଲୀକୁ ବେଷ୍ଟ ହ୍ୟୁମ୍ୟାନ୍ ଡକ୍ୟୁମେଣ୍ଟ ଆୱାର୍ଡ
  • ୧୯୫୭ : ରାଜବଂଶ ଖନ୍ନାଙ୍କ ଚଳଚ୍ଚିତ୍ର ଗୋତୋମା ଦ ବୁଦ୍ଧାକୁ ସ୍ପେଶାଲ ମେନସନ (ସର୍ଟ ଫିଲ୍ମ)- ଡାଇରେକ୍ଟରପୁରସ୍କାର
  • ୧୯୮୩ : ମୃଣାଲ ସେନଙ୍କ ଚଳଚ୍ଚିତ୍ର ଖାରଜୀକୁ ଜୁରୀ ପ୍ରାଇଜ୍
  • ୧୯୮୮ : ମୀରା ନାୟାରଙ୍କ ଚଳଚ୍ଚିତ୍ର ସଲାମ ବମ୍ବେକୁ କ୍ୟାମେରା ଡିଓର୍ ଅଡିୟନ୍ସ ଆୱାର୍ଡ
  • ୧୯୮୯ : ଶାଜୀ ଏନ୍. କରୁଣଙ୍କ ଚଳଚ୍ଚିତ୍ର ପିରାଭିକୁ କ୍ୟାମେରା ଡିଓର୍ ମେନସନ ସ୍ପେଶାଲପୁରସ୍କାର
  • ୧୯୯୧ : ଦୀପା ମେହେଟ୍ଟାଙ୍କ ଚଳଚ୍ଚିତ୍ର ସ୍ୟାମ୍ ଆଣ୍ଡ ମି ସ୍ପେଶାଲକୁ କ୍ୟାମେରା ଡିଓର୍ ମେନସନପୁରସ୍କାର
  • ୧୯୯୯ : ମୁରଲୀ ନାୟାରଙ୍କ ଚଳଚ୍ଚିତ୍ର ମାରାନା ସିମ୍ହାସନମ୍କୁ କ୍ୟାମେରା ଡିଓର୍ପୁରସ୍କାର
  • ୨୦୦୨ : ମନୀଷା ଝାଙ୍କ ଏ ଭେରି ଭେରି ସାଇଲେଣ୍ଟ ଫିଲ୍ମକୁ ଜୁରୀ ପ୍ରାଇଜ୍ (ସର୍ଟ ଫିଲ୍ମ)
  • ୨୦୦୬ : ଗୀତାଞ୍ଜଳି ରାଓଙ୍କ ପ୍ରିଣ୍ଟଡ୍ ରେନ୍ବୋକୁ ଗ୍ରାଣ୍ଡ ରେଲ୍ ଡିଓର୍ ଅଡିୟନ୍ସ ଆୱାର୍ଡ’, ‘କୋଡାକ ଡିସ୍କଭରୀ ଆୱାର୍ଡଏବଂ ୟଙ୍ଗ କ୍ରିଟିକ୍ସ ଆୱାର୍ଡ ଫର୍ ବେଷ୍ଟ ସର୍ଟ ଫିଲ୍ମ
  • ୨୦୧୩ : ରୀତେଶ ବତ୍ରାଙ୍କ ଲଞ୍ଚ ବକ୍ସକୁ ଗ୍ରାଣ୍ଡ ରେଲ୍ ଡିଓର୍ ଅଡିୟନ୍ସ ଆୱାର୍ଡ
  • ୨୦୧୫ : ନୀରଜ ଘେୱାନଙ୍କ ଚଳଚ୍ଚିତ୍ର ମସାନ୍କୁ ଫିପ୍ରେସାଇ ପ୍ରାଇଜ୍ (ଅନସର୍ଟେନ ରିଗାର୍ଡ)
  • ୨୦୧୬ : ଶର୍ଲୀ ଆବ୍ରାହମ୍ ଏବଂ ଅମିତ ମଧେଶିୟାଙ୍କ ଦ ସିନେମା ଟ୍ରାଭେଲର୍ସକୁ ଲୋଏଡଲ୍ ଡିଓର୍ ସ୍ପେଶାଲ ମେନସନ
  • ୨୦୨୦ : ଅସ୍ମିତା ଗୁହା ନିଓଗୀଙ୍କ ଚଳଚ୍ଚିତ୍ର କ୍ୟାଟଡଗ୍କୁ ସିନେଫୋଣ୍ଡେସନ ପ୍ରିମିୟର ପ୍ରିକ୍ସ
  • ୨୦୨୧ : ପାୟଲ କପାଡିଆଙ୍କ ଏ ନାଇଟ୍ ଅଫ୍ ନୋଇଙ୍ଗ ନଥିଙ୍ଗକୁ ଗୋଲ୍ଡେନ ଆଇପୁରସ୍କାର
  • ୨୦୨୨ : ଶୌନକଙ୍କ ଚଳଚ୍ଚିତ୍ର ଅଲ୍ ଦେଟ୍ ବ୍ରିଦକୁ ଗୋଲ୍ଡେନ ଆଇପୁରସ୍କାର
  • ୨୦୨୪ : ପାୟଲ କପାଡିଆଙ୍କ ଅଲ ଭି ଇମେଜିନ ଏଜ ଲାଇଟକୁ ଗ୍ରାଣ୍ଡ ପ୍ରିକ୍ସପୁରସ୍କାର
  • ୨୦୨୪ : ଚିଦନ୍ଦନ ଏସ. ନାୟକଙ୍କ ସନଫ୍ଲାୱାର୍ସ ୱେର୍ ଦ ଫର୍ଷ୍ଟ ୱାନ୍କୁ ଲା ସିନେଫ (ପ୍ରିମିୟର ପ୍ରିକ୍ସ)
  • ୨୦୨୪ : ଅନାସୁୟା ସେନ ଗୁପ୍ତାଙ୍କୁ ଚଳଚ୍ଚିତ୍ର ଦ ଶେମଲେସ୍ପାଇଁ ବେଷ୍ଟ ଏକ୍ଟ୍ରେସ୍ (ଅନସର୍ଟେନ ରିଗାର୍ଡ)ପୁରସ୍କାର
Tags: