ଯବାନଙ୍କ ଦ୍ୱାରା ୪୭ ଫୁଟ୍‌ର କ୍ରିସମସ୍‌ ଷ୍ଟାର

ଆସାମ: ଆଗକୁ କ୍ରିସ୍‌ମସ ଆସୁଛି ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ସାହ ଦେଖାଦେଉଛି । ଏହି ଉତ୍ସାହ ଆମ ସେନା ମଧ୍ୟରେ ଦେଖାଯାଇଛି । ଆସାମ ରାଇଫଲ୍‌ସର ଯବାନମାନେ ପ୍ରସ୍ତୁତ କରିଛନ୍ତି ୪୭ ଫୁଟ୍‌ର କ୍ରିସମସ୍‌ ଷ୍ଟାର । ଏହି ଷ୍ଟାରଟି ଉତ୍ତରପୂର୍ବ ରିଜନ୍‌ର ସବୁଠାରୁ ବଡ ଷ୍ଟାର । ମିଜୋରାମର ଲୁନଗ୍ଲେଇ ଠାରେ ଏହି ଷ୍ଟାରଟିକୁ ନିର୍ମାଣ କରାଯାଇଛି । ଏହି ଷ୍ଟାରଟିକୁ ସମାଜକୁ ସକରାତ୍ମକତା ଓ ଭାଇଚାରାର ବାର୍ତ୍ତା ଦେବା ପାଇଁ ନିର୍ମାଣ କରାଯାଇଛି […]

Samaya Live Picture
Published On

ଆସାମ: ଆଗକୁ କ୍ରିସ୍‌ମସ ଆସୁଛି ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଉତ୍ସାହ ଦେଖାଦେଉଛି । ଏହି ଉତ୍ସାହ ଆମ ସେନା ମଧ୍ୟରେ ଦେଖାଯାଇଛି । ଆସାମ ରାଇଫଲ୍‌ସର ଯବାନମାନେ ପ୍ରସ୍ତୁତ କରିଛନ୍ତି ୪୭ ଫୁଟ୍‌ର କ୍ରିସମସ୍‌ ଷ୍ଟାର । ଏହି ଷ୍ଟାରଟି ଉତ୍ତରପୂର୍ବ ରିଜନ୍‌ର ସବୁଠାରୁ ବଡ ଷ୍ଟାର । ମିଜୋରାମର ଲୁନଗ୍ଲେଇ ଠାରେ ଏହି ଷ୍ଟାରଟିକୁ ନିର୍ମାଣ କରାଯାଇଛି । ଏହି ଷ୍ଟାରଟିକୁ ସମାଜକୁ ସକରାତ୍ମକତା ଓ ଭାଇଚାରାର ବାର୍ତ୍ତା ଦେବା ପାଇଁ ନିର୍ମାଣ କରାଯାଇଛି ।
ଯବାନଙ୍କ ଦ୍ୱାରା ୪୭ ଫୁଟ୍‌ର କ୍ରିସମସ୍‌ ଷ୍ଟାର

ଷ୍ଟାରଟି ଲୋକଙ୍କୁ ବେଶ୍‌ ଭଲ ଲାଗିଥିବା ବେଳେ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । ଯବାନଙ୍କର ଏଭଳି ପଦକ୍ଷେପକୁ ଲୋକମାନେ ଭୂରିଭୂରି ପ୍ରଂଶସା କରିଛନ୍ତି ।