ଏଆଇ ଚୋରି କରିପାରିବ ପାସ୍ୱାର୍ଡ
ସମସ୍ତେ ନିଜର ଡାଟାକୁ ସୁରକ୍ଷିତ ରଖିବା ପାଇଁ ପାସୱାର୍ଡର ବ୍ୟବହାର କରିଥାଆନ୍ତି । ହେଲେ ଏଆଇର ବ୍ୟବହାର କରି ଏହି ପାସୱାର୍ଡକୁ ସହଜରେ ଚୋରି କରାଯାଇପାରିବ ବୋଲି ଜଣା ପଡିଛି । ଯଦି ଆପଣ ଜୁମ ମିଟିଂରେ ନିଜର କୌଣସି ପାସୱାର୍ଡ ଏଣ୍ଟ୍ରି କରୁଛନ୍ତି, ତେବେ ଏହାର କି ବୋର୍ଡ ସାଉଣ୍ଡ୍ରୁ ହିଁ ଏହାକୁ ଏଆଇ ଗେସ୍ କରିବାରେ ସକ୍ଷମ ହୋଇପାରିବ । ଏହି ଷ୍ଟଡିରେ ମିଳିଥିବା ତଥ୍ୟ ଅନୁସାରେ ଏଆଇ ବିଭିନ୍ନ ସ୍ପେସିଫାଏ କିର ସାଉଣ୍ଡରୁ […]
ସମସ୍ତେ ନିଜର ଡାଟାକୁ ସୁରକ୍ଷିତ ରଖିବା ପାଇଁ ପାସୱାର୍ଡର ବ୍ୟବହାର କରିଥାଆନ୍ତି । ହେଲେ ଏଆଇର ବ୍ୟବହାର କରି ଏହି ପାସୱାର୍ଡକୁ ସହଜରେ ଚୋରି କରାଯାଇପାରିବ ବୋଲି ଜଣା ପଡିଛି । ଯଦି ଆପଣ ଜୁମ ମିଟିଂରେ ନିଜର କୌଣସି ପାସୱାର୍ଡ ଏଣ୍ଟ୍ରି କରୁଛନ୍ତି, ତେବେ ଏହାର କି ବୋର୍ଡ ସାଉଣ୍ଡ୍ରୁ ହିଁ ଏହାକୁ ଏଆଇ ଗେସ୍ କରିବାରେ ସକ୍ଷମ ହୋଇପାରିବ । ଏହି ଷ୍ଟଡିରେ ମିଳିଥିବା ତଥ୍ୟ ଅନୁସାରେ ଏଆଇ ବିଭିନ୍ନ ସ୍ପେସିଫାଏ କିର ସାଉଣ୍ଡରୁ ଏହାକୁ ଗେସ୍ କରିବାରେ ସକ୍ଷମ ହୋଇଥାଏ । ଏଆଇ ଖୁବ ଧ୍ୟାନର ସହିତ ଏହି ସାଉଣ୍ଡ୍କୁ ଶୁଣିବାରେ ପରେ ସହଜରେ ଏହା କେଉଁ କି ବୋଲି ଜାଣିନେଇଥାଏ । ତେଣୁ ପାସୱାର୍ଡ ଜାଣିବାରେ କିଛି ଅସୁବିଧା ହୋଇ ନଥାଏ । ତେଣୁ ବର୍ତ୍ତମାନ ନିଜର ପାସୱାର୍ଡ ଟାଇପ କରିବା ଆଗରୁ ବିଭିନ୍ନ କଥା ପ୍ରତି ଧ୍ୟାନ ଦିଅନ୍ତୁ । ଏ ସମ୍ପର୍କରେ ଅଧିକ ଗବେଷଣା ଜାରି ରହିଛି ।




