୩୦ ବର୍ଷ ପାଇଁ ପତ୍ନୀଙ୍କୁ ରଖିଲେ ଫ୍ରିଜ୍‌ରେ

୩୦ ବର୍ଷ ପାଇଁ ପତ୍ନୀଙ୍କୁ ରଖିଲେ ଫ୍ରିଜ୍‌ରେ
Ipsita Picture
By: Ipsita


ଚୀନରେ ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି । ସେଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଶବକୁ ୩୦ ବର୍ଷ ପାଇଁ ଫ୍ରିଜ କରିଦେଇଛନ୍ତି । ତାଙ୍କର ମତରେ ଆଗକୁ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଘଟିବ ଏବଂ ଡାକ୍ତର ତାଙ୍କ ସ୍ତ୍ରୀଙ୍କର ଚିକିତ୍ସା କରି ତାଙ୍କୁ ଆରୋଗ୍ୟ କରିପାରିବେ । ସୂଚନା ଅନୁସାରେ ତାଙ୍କ ସ୍ତ୍ରୀ କ୍ୟାନ୍ସର ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସେହିଭଳି ସମ୍ପୃକ୍ତ ମୃତ ମହିଳା ହେଉଛନ୍ତି ପ୍ରଥମ ମହିଳା ଯାହାଙ୍କୁ ଲାଇଫ ସାଇନ୍ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ଫ୍ରିଜ କରାଯାଇଛି । ୨୦୧୭ରୁ ସେ ତାଙ୍କ ପନିୀଙ୍କୁ ଏଭଳି ଫ୍ରିଜ କରି ରଖିଛନ୍ତି ।

Read More ଗୁଡିରୁ ପ୍ରସ୍ତୁତ ହେବ ବିଜୁଳି !

Tags:

Related Posts