୬୨ ବର୍ଷରୁ ହୋଇନାହିଁ ନିଦ

ଭିିଏତନାମର ୮୧ ବର୍ଷୀୟ ଜଣେ ଚାଷୀ ଏକ ବିରଳ ଦାବି କରିଛନ୍ତି । ସୂଚନାଅନୁସାରେ ଏହି ଚାଷୀ ଜଣଙ୍କ ଦୀର୍ଘ ୬୨ ବର୍ଷଧରି ଶୋଇ ନାହାନ୍ତି । ଏହାର କାରଣ ନିଜେ ଡାକ୍ତରମାନେ ମଧ୍ୟ ଖୋଜି ପାଉନାହାନ୍ତି । ବିଜ୍ଞାନ ଅନୁସାରେ ଯଦି ଜଣେ ବ୍ୟକ୍ତି ଏତେ ସମୟ ଧରି ଶୋଇବେ ନାହିଁ ତେବେ ରୋଗୀ ହୋଇଯିବେ । ସେହି ବ୍ୟକ୍ତିଙ୍କ ମତରେ ଏହି ଘଟଣା ୧୯୬୨ରେ ଭିଏତନାମ ଯୁଦ୍ଧ ସମୟରେ ଆରମ୍ଭ ହୋଇଥିଲା । ସେହି […]

୬୨ ବର୍ଷରୁ ହୋଇନାହିଁ ନିଦ

ଭିିଏତନାମର ୮୧ ବର୍ଷୀୟ ଜଣେ ଚାଷୀ ଏକ ବିରଳ ଦାବି କରିଛନ୍ତି । ସୂଚନାଅନୁସାରେ ଏହି ଚାଷୀ ଜଣଙ୍କ ଦୀର୍ଘ ୬୨ ବର୍ଷଧରି ଶୋଇ ନାହାନ୍ତି । ଏହାର କାରଣ ନିଜେ ଡାକ୍ତରମାନେ ମଧ୍ୟ ଖୋଜି ପାଉନାହାନ୍ତି । ବିଜ୍ଞାନ ଅନୁସାରେ ଯଦି ଜଣେ ବ୍ୟକ୍ତି ଏତେ ସମୟ ଧରି ଶୋଇବେ ନାହିଁ ତେବେ ରୋଗୀ ହୋଇଯିବେ । ସେହି ବ୍ୟକ୍ତିଙ୍କ ମତରେ ଏହି ଘଟଣା ୧୯୬୨ରେ ଭିଏତନାମ ଯୁଦ୍ଧ ସମୟରେ ଆରମ୍ଭ ହୋଇଥିଲା । ସେହି ସମୟରେ ଜ୍ୱର କାରଣରୁ ନିଦ ହେଉନଥିଲା । ତେବେ ଏହାପରେ ମଧ୍ୟ ତାଙ୍କୁ ଆଉ ନିଦ ଆସିଲା ନାହିଁ । ଏଥିପାଇଁ ସେ ଔଷଧ ସହିତ ଘରୋଇ ଚିକିତ୍ସା ମଧ୍ୟ କରିଛନ୍ତି ହେଲେ ଏଥିରୁ କୌଣସି ସୁଫଳ ମିଳିନାହିଁ । ରାତିରେ ସେ ନିଜ କ୍ଷେତରେ କାମ କରନ୍ତି ବୋଲି ମତ ଦେଇଛନ୍ତି । ତାଙ୍କର ଏହି ଦାବିକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଦେଖିବାକୁ ମିଳିଛି ।

Read More ଚିକିତ୍ସା କରିବାରୁ ଜେଲ ଦଣ୍ଡ

Tags: