ମସ୍ତିଷ୍କ କରିଥାଏ ଗ୍ଲୋ

ମଣିଷ ଯାହା ଭାବିଥାଏ ଏହାର ସମସ୍ତ ପ୍ରକାର ନିୟନ୍ତ୍ରଣ ଓ ପ୍ରଭାବ ମସ୍ତିଷ୍କ ଉପରେ ରହିଥାଏ । ତେବେ ମଣିଷର ମସ୍ତିଷ୍କରେ ଏକ ପ୍ରକ୍ରିୟା ଘଟିଥାଏ ଯାହାର ନାଁ ହେଉଛି ବାୟୋଫୋଟନ ଏମିସନ । ଏହି ପ୍ରକ୍ରିୟାଟି ମସ୍ତିଷ୍କରୁ ବାହାରୁ ଥିବା ଲାଇଟ୍‌କୁ କୁହାଯାଏ । ଏହି ଲାଇଟ୍‌ ଆମ ଖାଲି ଆଖିକୁ ଦେଖା ନଗଲେ ମଧ୍ୟ ଏହା ଏକ ବାୟୋଲୋଜିକାର ପ୍ରକ୍ରିୟା । ନିକଟରେ କାନାଡାର କିଛି ବୈଜ୍ଞାନିକ ଏନେଇ ଗବେଷଣା କରି ଏହି ସଂକ୍ରାନ୍ତରେ […]

ମସ୍ତିଷ୍କ କରିଥାଏ ଗ୍ଲୋ
Samaya Live Picture
Published On

ମଣିଷ ଯାହା ଭାବିଥାଏ ଏହାର ସମସ୍ତ ପ୍ରକାର ନିୟନ୍ତ୍ରଣ ଓ ପ୍ରଭାବ ମସ୍ତିଷ୍କ ଉପରେ ରହିଥାଏ । ତେବେ ମଣିଷର ମସ୍ତିଷ୍କରେ ଏକ ପ୍ରକ୍ରିୟା ଘଟିଥାଏ ଯାହାର ନାଁ ହେଉଛି ବାୟୋଫୋଟନ ଏମିସନ । ଏହି ପ୍ରକ୍ରିୟାଟି ମସ୍ତିଷ୍କରୁ ବାହାରୁ ଥିବା ଲାଇଟ୍‌କୁ କୁହାଯାଏ । ଏହି ଲାଇଟ୍‌ ଆମ ଖାଲି ଆଖିକୁ ଦେଖା ନଗଲେ ମଧ୍ୟ ଏହା ଏକ ବାୟୋଲୋଜିକାର ପ୍ରକ୍ରିୟା । ନିକଟରେ କାନାଡାର କିଛି ବୈଜ୍ଞାନିକ ଏନେଇ ଗବେଷଣା କରି ଏହି ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ଲାଇଟ୍‌ର ଗ୍ଲୋ ମସ୍ତିଷ୍କରେ ହେଉଥିବା ବିଭିନ୍ନ ଆକଫିଭିଟି ଉପରେ ନିର୍ଭର କରିଥାଏ । ତେବେ ଯଦି ମସ୍ତିଷ୍କରେ ଖୁସି ଭାବନା ଥାଏ ତେବେ ଏହା ଗ୍ଲୋ ଭିନ୍ନ ହୋଇଥାଏ, ସେହିଭଳି ଦୁଃଖ କିମ୍ବା ମାନସିକ ଚାପରେ ଥିବା ସମୟରେ ଭିନ୍ନ ରହିଥାଏ ବୋଲି ଜଣା ପଡ଼ିଛି । ଏହି ତଥ୍ୟକୁ ବ୍ୟବହାର କରି ବର୍ତ୍ତମାନ ମଣିଷଙ୍କର ମାନସିକ ସ୍ଥିତି ବିଷୟରେ ଅଧିକ ତଥ୍ୟ ଜାଣିହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

Tags: