ମଧୁମେହ ରୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ
ଏକ୍ସିଓମ୍ ୪ମିଶନ୍ ମଧୁମେହ ରୋଗୀଙ୍କ ପାଇଁ ଏକ ନୂଆ ଆଶାର କିରଣ ସୃଷ୍ଟି କରିଛି । କାରଣ ଏହି ମିଶନ୍ରେ ଜିରୋଗ୍ରାଭିଟିରେ ମଧୁମେହକୁ ନେଇ ଗବେଷଣା ଜାରି ରହିଛି । ଏହି ମିଶନ ସମୟରେ ଜିରୋ ଗ୍ରାଭିଟିରେ ବ୍ଲଡ୍ ସୁଗାର ଲେବଲରେ କୌଣସି ପରିବର୍ତ୍ତନ ହେଉଛି କି ନାହିଁ ସେଥିପାଇଁ ଗବେଷଣା ଜାରି ରହିଛି । ତେବେ ଏହି ଗବେଷଣା ଫଳରେ ଏହି ରୋଗ ପାଇଁ କିଛି ନୂଆ ଉଦ୍ଭୁାବନ ହୋଇପାରିବ ବୋଲି ସେମାନେ ଆଶା ରଖିଛନ୍ତି […]
ଏକ୍ସିଓମ୍ ୪ମିଶନ୍ ମଧୁମେହ ରୋଗୀଙ୍କ ପାଇଁ ଏକ ନୂଆ ଆଶାର କିରଣ ସୃଷ୍ଟି କରିଛି । କାରଣ ଏହି ମିଶନ୍ରେ ଜିରୋଗ୍ରାଭିଟିରେ ମଧୁମେହକୁ ନେଇ ଗବେଷଣା ଜାରି ରହିଛି । ଏହି ମିଶନ ସମୟରେ ଜିରୋ ଗ୍ରାଭିଟିରେ ବ୍ଲଡ୍ ସୁଗାର ଲେବଲରେ କୌଣସି ପରିବର୍ତ୍ତନ ହେଉଛି କି ନାହିଁ ସେଥିପାଇଁ ଗବେଷଣା ଜାରି ରହିଛି । ତେବେ ଏହି ଗବେଷଣା ଫଳରେ ଏହି ରୋଗ ପାଇଁ କିଛି ନୂଆ ଉଦ୍ଭୁାବନ ହୋଇପାରିବ ବୋଲି ସେମାନେ ଆଶା ରଖିଛନ୍ତି । ସେହିଭଳି ମାଇକ୍ରୋଗ୍ରାଇଟିରେ ଇନ୍ସìଲିନି ଉପରେ କଣ ପ୍ରଭାବ ପଡୁଛି ସେ ଦିଗରେ ମଧ୍ୟ ଗବେଷଣା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମଧୁମେହ ରୋଗୀ ଅନ୍ତରୀକ୍ଷ ଯାତ୍ରା କରି ନାହାନ୍ତି । ତେଣୁ ଏହି ଗବେଷଣା ଫଳରେ ସେମାନଙ୍କ ପାଇଁ ଏହା ସୁବିଧା ହେବ । ଏହା ସହିତ ଏହି ମିଶନରେ ଅନେକ ପ୍ରକାର ଗବେଷଣା କରାଯାଇଛି ଯାହା ବିଭିନ୍ନ ତଥ୍ୟକୁ ବୈଜ୍ଞାନିକଙ୍କ ସାମ୍ନାରେ ଉପସ୍ଥାପନ କରିବ । ଏହି ମିଶନରେ ଭାରତର ଶୁଭ୍ରାଂଶୁ ଶୁକ୍ଲା ସାମିଲ ଅଛନ୍ତି ।




