ମଙ୍ଗଳରେ ହେଲମେଟ୍ ପଥର !
ନାସାର ମାର୍ସ ପ୍ରିଜରଭର୍ନାସ ରୋଭର ଏକ ବିରଳ ଫଟୋ ଉତ୍ତୋଳନ କରିବାରେ ସକ୍ଷମ ହୋଇଛି । ଏହି ଫଟୋରେ ମଙ୍ଗଳରେ ଏକ ବିରଳ ସ୍ୱତନ୍ତ୍ର ଧରଣର ପଥର ଦେଖିବାକୁ ମିଳିଛି । ଏହି ପଥରର ଆକୃତି ପୂରାପୁରି ହେଲମେଟ୍ ଭଳି ଦେଖିବାକୁ । ବର୍ତ୍ତମାନ ଏହି ରୋଭରଟି ମଙ୍ଗଳରେ ବିଭିନ୍ନ ବିରଳ ପଥରର ସାମ୍ପଲ କଲେକଫ କରୁଛି । ଏହି ପଥରଟି ସହାୟତାରେ ବୈଜ୍ଞାନିକମାନେ ମଙ୍ଗଳଗ୍ରହ ଉପରେ ଆହୁରି ଅଧିକ ଗବେଷଣା କରିପାରିବେ । ଏଥିସହିତ ଏହି […]
ନାସାର ମାର୍ସ ପ୍ରିଜରଭର୍ନାସ ରୋଭର ଏକ ବିରଳ ଫଟୋ ଉତ୍ତୋଳନ କରିବାରେ ସକ୍ଷମ ହୋଇଛି । ଏହି ଫଟୋରେ ମଙ୍ଗଳରେ ଏକ ବିରଳ ସ୍ୱତନ୍ତ୍ର ଧରଣର ପଥର ଦେଖିବାକୁ ମିଳିଛି । ଏହି ପଥରର ଆକୃତି ପୂରାପୁରି ହେଲମେଟ୍ ଭଳି ଦେଖିବାକୁ । ବର୍ତ୍ତମାନ ଏହି ରୋଭରଟି ମଙ୍ଗଳରେ ବିଭିନ୍ନ ବିରଳ ପଥରର ସାମ୍ପଲ କଲେକଫ କରୁଛି । ଏହି ପଥରଟି ସହାୟତାରେ ବୈଜ୍ଞାନିକମାନେ ମଙ୍ଗଳଗ୍ରହ ଉପରେ ଆହୁରି ଅଧିକ ଗବେଷଣା କରିପାରିବେ । ଏଥିସହିତ ଏହି ପଥର ସହାୟତାରେ ମଙ୍ଗଳରେ ମିଳୁଥିବା ମୃତ୍ତିକା ସହିତ ମଙ୍ଗଳର ପରିବେଶର ଇତିହାସ ଉପରେ ମଧ୍ୟ ଅଧିକ ଗବେଷଣା କରାଯାଇ ପାରିବ । ସେହିଭଳି ଏହି ପଥରର ଏଭଳି ସ୍ୱତନ୍ତ୍ର ଆକାର ବିଭିନ୍ନ ପ୍ରକାରର ରସାୟନିକ ପରିବର୍ତ୍ତନ କାରଣରୁ ହୋଇଥାଇପାରେ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି ।




