ଭାସମାନ ମହଲ

ଡିଜନୀ ପକ୍ଷରୁ ପ୍ରଥମଥର ପାଇଁ ଆବୁଧାବିରେ ନିର୍ମାଣ ହେବାକୁ ଯାଉଛି ଭାସମାନ ମହଲ । ଏହା ଡିଜନୀର ମିଡିଲଇଷ୍ଟରେ ପ୍ରଥମ ପ୍ରୋଜେକଫ ଯାହାକୁ ସେୟାସ ଆଇଲାଣ୍ଡରେ ନିର୍ମାଣ କରିବ । ଆବୁଧାବୀ ଏକ ଏଭଳି ସହର ଯାହା ପାଣି ଉପରେ ନିର୍ମାଣ ହୋଇଛି ତେଣୁ ଏଥିରେ ଡିଜନୀ ନିଜର ମହଲ ପ୍ରସ୍ତୁତ କରିବାକୁିନିଷ୍ପତ୍ତି ନେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।ୟାସ ଆଇଲାଣ୍ଡ ଆବୁଧାବୀର ସବୁଠାରୁ ଆକର୍ଷଣୀୟ ସ୍ଥାନ ତେଣୁ ଏଠାରେ ହିଁ ଏହି ମହଲର ନିର୍ମାଣ ପାଇଁ […]

ଭାସମାନ ମହଲ
Samaya Live Picture
Published On

ଡିଜନୀ ପକ୍ଷରୁ ପ୍ରଥମଥର ପାଇଁ ଆବୁଧାବିରେ ନିର୍ମାଣ ହେବାକୁ ଯାଉଛି ଭାସମାନ ମହଲ । ଏହା ଡିଜନୀର ମିଡିଲଇଷ୍ଟରେ ପ୍ରଥମ ପ୍ରୋଜେକଫ ଯାହାକୁ ସେୟାସ ଆଇଲାଣ୍ଡରେ ନିର୍ମାଣ କରିବ । ଆବୁଧାବୀ ଏକ ଏଭଳି ସହର ଯାହା ପାଣି ଉପରେ ନିର୍ମାଣ ହୋଇଛି ତେଣୁ ଏଥିରେ ଡିଜନୀ ନିଜର ମହଲ ପ୍ରସ୍ତୁତ କରିବାକୁିନିଷ୍ପତ୍ତି ନେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।ୟାସ ଆଇଲାଣ୍ଡ ଆବୁଧାବୀର ସବୁଠାରୁ ଆକର୍ଷଣୀୟ ସ୍ଥାନ ତେଣୁ ଏଠାରେ ହିଁ ଏହି ମହଲର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଏଭଳି ପ୍ରୋଜେକଫକୁ ପ୍ରସ୍ତୁତ କରିବାକୁ ୫ ରୁ ୮ ବର୍ଷ ଲାଗିବ ତେଣୁ ଏହି ମହଲ ୨୦୩୨ କି ୩୩ ସୁଦ୍ଧା ପ୍ରସ୍ତୁତ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ସୋସିଆଲ ମିଡିଆରେ ଏହି ଖବରଟି ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।

Tags: