ଭାଇରାଲ ଓ୍ୱାଟର ମେନ୍ୟୁ

ପ୍ରାୟ ସମସ୍ତ ରେସ୍ତୋରାଁରେ ଡି୍ରଙ୍କ୍ସ ମେନ୍ୟୁ ରହିଥାଏ ଯେଉଁଥିରେ ମାଦକଦ୍ରବ୍ୟ ସାମିଲ ଥାଏ । ହେଲେ ନିକଟରେୟୁକେରେ ଥିବା ଏକ ଫ୍ରେଞ୍ଚଷ୍ଟାଇଲ ରେସ୍ତୋରାଁରେ ଯେଉଁମାନେ ନିଶା ଖାଉନାହାନ୍ତି ସେମାନଙ୍କ ପାଇଁ ଏକ ନିଆରା ମେନ୍ୟୁ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ଯେଉଁମାନେ ଆଲୋକହଲ୍‌ ଡ୍ରିଙ୍କ ପିଉନାହାନ୍ତି ସେମାନଙ୍କ ପାଇଁ ଫ୍ୟାନ୍ସି ଡିଙ୍କର ବିକଳ୍ପ ରହିଛି । ଏହି ମେନ୍ୟୁରେୟୁରୋପ, ବ୍ରିଟେନ୍‌, ଫ୍ରାନ୍ସ, ସ୍ପେନ, ପର୍ତ୍ତୁଗାଲ ଆଦିର ପାଣି ବୋତଲକୁ ସ୍ଥାନ ଦିଆଯାଇଛି । […]

ଭାଇରାଲ ଓ୍ୱାଟର ମେନ୍ୟୁ
Samaya Live Picture
Published On

ପ୍ରାୟ ସମସ୍ତ ରେସ୍ତୋରାଁରେ ଡି୍ରଙ୍କ୍ସ ମେନ୍ୟୁ ରହିଥାଏ ଯେଉଁଥିରେ ମାଦକଦ୍ରବ୍ୟ ସାମିଲ ଥାଏ । ହେଲେ ନିକଟରେୟୁକେରେ ଥିବା ଏକ ଫ୍ରେଞ୍ଚଷ୍ଟାଇଲ ରେସ୍ତୋରାଁରେ ଯେଉଁମାନେ ନିଶା ଖାଉନାହାନ୍ତି ସେମାନଙ୍କ ପାଇଁ ଏକ ନିଆରା ମେନ୍ୟୁ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ଯେଉଁମାନେ ଆଲୋକହଲ୍‌ ଡ୍ରିଙ୍କ ପିଉନାହାନ୍ତି ସେମାନଙ୍କ ପାଇଁ ଫ୍ୟାନ୍ସି ଡିଙ୍କର ବିକଳ୍ପ ରହିଛି । ଏହି ମେନ୍ୟୁରେୟୁରୋପ, ବ୍ରିଟେନ୍‌, ଫ୍ରାନ୍ସ, ସ୍ପେନ, ପର୍ତ୍ତୁଗାଲ ଆଦିର ପାଣି ବୋତଲକୁ ସ୍ଥାନ ଦିଆଯାଇଛି । ଏହି ବୋତଲ ଗୁଡିକର ମୂଲ୍ୟ ୬.୮୦ ଡଲାରରୁ ୨୬ ଡଲାର ପର୍ଯ୍ୟନ୍ତ ରହିଛି । ଏହି ପାଣିଗୁଡିକରେ ମଧ୍ୟ ଆପଣଙ୍କୁ ବିଭିନ୍ନ ବିକଳ୍ପ ଚୟନ କରିବାର ସୁଯୋଗ ମିଳିବ । ଏହି ସମସ୍ତ ପାଣିର ମିନେରାଲ୍ସ ଲେବଲ ଭିନ୍ନଭିନ୍ନ ରହିଥାଏ । ଏହି ମେନ୍ୟୁର ନାଁ ରଖାଯାଇଛି ଓ୍ୱାଟର ମେନ୍ୟୁ, ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Tags: