ବ୍ରେକଅପ୍‌ ହୋଇଥିଲେ ମିଳିବ ଚାକିରି

ବିଭିନ୍ନ କମ୍ପାନୀ ଗୁଡିକ ଚାକିରି ଆଶାୟୀଙ୍କ ପାଇଁ ବିଭିନ୍ନ ପ୍ରକାରର ନିୟମ ରଖିଥାଆନ୍ତି । ସେମାନଙ୍କୁ ଚାକିରିରେ ରଖିବା ପୂର୍ବରୁ ବିଭିନ୍ନ ପ୍ରକାରର ପ୍ରମାଣ ପତ୍ର ମଗାଯାଇଥାଏ ଯାହା ସେମାନଙ୍କର ଯୋଗତ୍ୟାକୁ ଦର୍ଶାଇଥାଏ । ତେବେ ବର୍ତ୍ତମାନ ଗୋଟିଏ କମ୍ପାନୀର ଚାକିରି ପ୍ରଦାନ କରିବାର ପ୍ରକ୍ରିୟା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଏହି କମ୍ପାନୀରେ ଚିଫ୍‌ ଡେଟିଂ ଅଫିସରର ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଏହି ପୋଷ୍ଟର କାମ […]

ବ୍ରେକଅପ୍‌ ହୋଇଥିଲେ ମିଳିବ ଚାକିରି
Samaya Live Picture
Published On

ବିଭିନ୍ନ କମ୍ପାନୀ ଗୁଡିକ ଚାକିରି ଆଶାୟୀଙ୍କ ପାଇଁ ବିଭିନ୍ନ ପ୍ରକାରର ନିୟମ ରଖିଥାଆନ୍ତି । ସେମାନଙ୍କୁ ଚାକିରିରେ ରଖିବା ପୂର୍ବରୁ ବିଭିନ୍ନ ପ୍ରକାରର ପ୍ରମାଣ ପତ୍ର ମଗାଯାଇଥାଏ ଯାହା ସେମାନଙ୍କର ଯୋଗତ୍ୟାକୁ ଦର୍ଶାଇଥାଏ । ତେବେ ବର୍ତ୍ତମାନ ଗୋଟିଏ କମ୍ପାନୀର ଚାକିରି ପ୍ରଦାନ କରିବାର ପ୍ରକ୍ରିୟା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ଏହି କମ୍ପାନୀରେ ଚିଫ୍‌ ଡେଟିଂ ଅଫିସରର ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଏହି ପୋଷ୍ଟର କାମ ଲୋକଙ୍କୁ ଡେଟିଂକୁ ନେଇ ପରାମର୍ଶ ଦେବା । ତେବେ ଏଥିପାଇଁ ପ୍ରାର୍ଥୀଙ୍କର ଜୀବନରେ ବ୍ରେକ୍‌ଅପ ହୋଇଥିବାର ଆବଶ୍ୟକତା ରହିିଛି । ସେମାନଙ୍କ ପାଖରେ ବ୍ରେକଅପର ଅନୁଭୂତି ଥିଲେ ସେ ଏହି ପଦବୀରେ ସଠିକ୍‌ ଢଙ୍ଗରେ କାର୍ଯ୍ୟ କରିପାରିବେ ବୋଲି କମ୍ପାନୀ ପକ୍ଷରୁ ମତ ଦିଆଯାଇଛି ।

Tags: