ବିଶ୍ୱ ମହାସାଗର ଦିବସ

ପ୍ରତିବର୍ଷ ଜୁନ୍‌ ୮ ତାରିଖକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି । ୧୯୯୨ ମସିହାରେ କାନାଡାର ଇଣ୍ଟରନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ଓସେନ୍‌ ଡେଭେଲପ୍‌ମେଣ୍ଟ ଏବଂ ଦି ଓସେନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାନାଡା ପକ୍ଷରୁ ବ୍ରାଜିଲ୍‌ରେ ଅନୁଷ୍ଠିତ ପରିବେଶ ଏବଂ ଉନ୍ନୟନ ସମ୍ବନ୍ଧିତ ଯୁକ୍ତରାଷ୍ଟ୍ର ସମ୍ମିଳନୀ ବା ରିଓ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା । ୨୦୦୨ରେ ଏହି ଓସେନ୍‌ ପ୍ରୋଜେକଫ ବିଶ୍ୱସ୍ତରୀୟ ହୋଇଥିଲା । ମହାସାଗରର ଗୁରୁତ୍ୱ ଏବଂ ଏହାସହ ସମ୍ବନ୍ଧିତ ବିଷୟ […]

ବିଶ୍ୱ ମହାସାଗର ଦିବସ
Samaya Live Picture
Published On

ପ୍ରତିବର୍ଷ ଜୁନ୍‌ ୮ ତାରିଖକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି । ୧୯୯୨ ମସିହାରେ କାନାଡାର ଇଣ୍ଟରନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ଓସେନ୍‌ ଡେଭେଲପ୍‌ମେଣ୍ଟ ଏବଂ ଦି ଓସେନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାନାଡା ପକ୍ଷରୁ ବ୍ରାଜିଲ୍‌ରେ ଅନୁଷ୍ଠିତ ପରିବେଶ ଏବଂ ଉନ୍ନୟନ ସମ୍ବନ୍ଧିତ ଯୁକ୍ତରାଷ୍ଟ୍ର ସମ୍ମିଳନୀ ବା ରିଓ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା । ୨୦୦୨ରେ ଏହି ଓସେନ୍‌ ପ୍ରୋଜେକଫ ବିଶ୍ୱସ୍ତରୀୟ ହୋଇଥିଲା । ମହାସାଗରର ଗୁରୁତ୍ୱ ଏବଂ ଏହାସହ ସମ୍ବନ୍ଧିତ ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନ ଆଦି ପ୍ରସଙ୍ଗରେ ରାଜନୀତିକ ଏବଂ ସାମାଜିକ ଧ୍ୟାନ ଆକର୍ଷଣ କରିବା ହେଉଛି ଏହି ଦିବସ ପାଳନର ଉଦ୍ଦେଶ୍ୟ ।

Tags: