ପ୍ରଥମ ଭାରତୀୟ ମହାକାଶ ପର୍ଯ୍ୟଟକ

ନିକଟରେ ପାଇଲଟ୍‌ ତଥା ବ୍ୟବସାୟୀ ଗୋପି ଥୋଟାକୁରା ମହାକାଶକୁ ଯାତ୍ରା କରିଥିଲା । ଗୋପି ହେଉଛନ୍ତି ପ୍ରଥମ ଭାରତୀୟ ଯିଏ ପର୍ଯ୍ୟଟକ ଭାବେ ମହାକାଶକୁ ଯାତ୍ରା କରିଛନ୍ତି । ସେ ଏହି ଯାତ୍ରା ଆମାଜନର ଫାଉଣ୍ଡର ଜେଫ୍‌ ବୋଜେସଙ୍କ ବ୍ଲì ଅରିଜିନି ଏନ୍‌ ଏସ୍‌ -୨୫ ମିସନ ଅଧିନରେ କରିଛନ୍ତି । ବର୍ତ୍ତମାନର ଖବର ଅନୁସାରେ ସେ ମହାକାଶରେ ପହଞ୍ଚି ସେଠାରେ ଭାରତୀୟ ପତାକାକୁ ପ୍ରଦର୍ଶନ କରିଛନ୍ତି, ଯାହା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ପାଲଟିଥିବା […]

Samaya Live Picture
Published On

ନିକଟରେ ପାଇଲଟ୍‌ ତଥା ବ୍ୟବସାୟୀ ଗୋପି ଥୋଟାକୁରା ମହାକାଶକୁ ଯାତ୍ରା କରିଥିଲା । ଗୋପି ହେଉଛନ୍ତି ପ୍ରଥମ ଭାରତୀୟ ଯିଏ ପର୍ଯ୍ୟଟକ ଭାବେ ମହାକାଶକୁ ଯାତ୍ରା କରିଛନ୍ତି । ସେ ଏହି ଯାତ୍ରା ଆମାଜନର ଫାଉଣ୍ଡର ଜେଫ୍‌ ବୋଜେସଙ୍କ ବ୍ଲì ଅରିଜିନି ଏନ୍‌ ଏସ୍‌ -୨୫ ମିସନ ଅଧିନରେ କରିଛନ୍ତି । ବର୍ତ୍ତମାନର ଖବର ଅନୁସାରେ ସେ ମହାକାଶରେ ପହଞ୍ଚି ସେଠାରେ ଭାରତୀୟ ପତାକାକୁ ପ୍ରଦର୍ଶନ କରିଛନ୍ତି, ଯାହା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ପାଲଟିଥିବା ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି । ତାଙ୍କ ଯାତ୍ରା ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ବିଷୟ ପାଲଟିଛି । ବ୍ଲୁ ଅରିଜିନି ପକ୍ଷରୁ ଏକ ଭିଡିଓ ସେୟାର କରି ତାଙ୍କ ଯାତ୍ରା ସମ୍ପର୍କରେ ସୂଚନା ଦିଆଯାଇଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ଏହାକୁ ପସନ୍ଦ କରୁଥିବାବେଳେ କିଛି ମଧ୍ୟ ଏହାକୁ ନାପସନ୍ଦ କରୁଥିବାର ଦେଖିବାକୁ ମିଳୁଛି ।

Tags: