ଦୂର କରନ୍ତୁ ନଜର ଦୋଷ

– ଯଦି ପିଲା ହେଉ କିମ୍ବା ବଡ ମଣିଷ କାହାକୁ ବି ନଜର ଲାଗିଛି, ତେବେ ୨ରୁ୩ଟି ଶୁଖିଲା ଲଙ୍କା ନେଇ ବ୍ୟକ୍ତିଙ୍କ ମୁଣ୍ଡ ଚାରିପଟେ ୭ଥର ବୁଲାଇ ଆଣି ଜାଳି ଦିଅନ୍ତୁ । ଏପରି କରିବା ଦ୍ୱାରା ନଜର ଦୋଷ ଦୂର ହୋଇଥାଏ । – ଲଙ୍କା ନୁହେଁ ରସୁଣ, ସୋରିଷ, ଲୁଣ, ପିଆଜକୁ ମଧ୍ୟ ଏହି ପ୍ରକ୍ରିୟାରେ ବ୍ୟବହାର କରାଯାଇ ପାରିବ । – ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ପିଲାକୁ କାହାର ନଜର […]

ଦୂର କରନ୍ତୁ ନଜର ଦୋଷ
Samaya Live Picture
Published On

– ଯଦି ପିଲା ହେଉ କିମ୍ବା ବଡ ମଣିଷ କାହାକୁ ବି ନଜର ଲାଗିଛି, ତେବେ ୨ରୁ୩ଟି ଶୁଖିଲା ଲଙ୍କା ନେଇ ବ୍ୟକ୍ତିଙ୍କ ମୁଣ୍ଡ ଚାରିପଟେ ୭ଥର ବୁଲାଇ ଆଣି ଜାଳି ଦିଅନ୍ତୁ । ଏପରି କରିବା ଦ୍ୱାରା ନଜର ଦୋଷ ଦୂର ହୋଇଥାଏ ।
– ଲଙ୍କା ନୁହେଁ ରସୁଣ, ସୋରିଷ, ଲୁଣ, ପିଆଜକୁ ମଧ୍ୟ ଏହି ପ୍ରକ୍ରିୟାରେ ବ୍ୟବହାର କରାଯାଇ ପାରିବ ।
– ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ପିଲାକୁ କାହାର ନଜର ଲାଗିଛି ତେବେ ଫିଟିକିରି ଓ ସୋସିଷ ଦାନାକୁ ପିଲା ମୁଣ୍ଡ ଚାରିପଟେ ବୁଲାଇ ଆଣି ଜାଳି ଦିଅନ୍ତୁ ।
– ନଜର ଦୋଷ କିମ୍ବା ନକରାତ୍ମକତା ଠାରୁ ବଞ୍ଚିବା ପାଇଁ ହନୁମାନ ଚାଳିସା ପାଠ କରନ୍ତୁ, ଏହା ବେଶ ଶୁଭଦାୟୀ ହୋଇଥାଏ ।

Tags: