ଦାନ୍ତରେ ଅଖ୍ରୋଟ ଭାଙ୍ଗି ରେକର୍ଡ
ଅନେକ ସମୟରେ ସୋସିଆଲ ମିଡିଆରେ ଏଭଳି ରେକର୍ଡ ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଜର୍ମାନର ଜଣେ ବ୍ୟକ୍ତି ବର୍ତ୍ତମାନ ନିଜର ଗିନିଜ୍ ବୁକ୍ ଅଫ ରେକର୍ଡ ପାଇଁ ଭାଇରାଲ ହେବାରେ ଲାଗିଛନ୍ତି । ବ୍ୟକ୍ତି ଜଣଙ୍କ ଦାନ୍ତରେ ସର୍ବାଧିକ ଅଖ୍ରୋଟ ଭାଙ୍ଗି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ତାଙ୍କର ଏହି ନିଆରା ରେକର୍ଡ ପାଇଁ ସେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛନ୍ତି । ବ୍ୟକ୍ତି ଜଣଙ୍କ ଗୋଟିଏ ମିନିଟ୍ରେ ୪୪ଟି ଓ୍ୱାଲ୍ନଟ୍ […]
ଅନେକ ସମୟରେ ସୋସିଆଲ ମିଡିଆରେ ଏଭଳି ରେକର୍ଡ ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଜର୍ମାନର ଜଣେ ବ୍ୟକ୍ତି ବର୍ତ୍ତମାନ ନିଜର ଗିନିଜ୍ ବୁକ୍ ଅଫ ରେକର୍ଡ ପାଇଁ ଭାଇରାଲ ହେବାରେ ଲାଗିଛନ୍ତି । ବ୍ୟକ୍ତି ଜଣଙ୍କ ଦାନ୍ତରେ ସର୍ବାଧିକ ଅଖ୍ରୋଟ ଭାଙ୍ଗି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ତାଙ୍କର ଏହି ନିଆରା ରେକର୍ଡ ପାଇଁ ସେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛନ୍ତି । ବ୍ୟକ୍ତି ଜଣଙ୍କ ଗୋଟିଏ ମିନିଟ୍ରେ ୪୪ଟି ଓ୍ୱାଲ୍ନଟ୍ ନିଜ ଦାନ୍ତରେ ଭାଙ୍ଗି ଏହି ରେକର୍ଡ କରିଛନ୍ତି । ଗିନିଜ୍ ରେକର୍ଡ ଅଫିସିଆଲଙ୍କ ପକ୍ଷରୁ ଏକ ଭିଡିଓ ସେୟାର କରି ଏନେଇ ତଥ୍ୟା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୨.୫୨ ଲକ୍ଷ ଲୋକ ଭିଡିଓ ଟିକୁ ଦେଖିସାରିଲେଣି ।




