ଜୀବନ୍ତ ବ୍ୟକ୍ତିଙ୍କ ପାଇଁ କଫିନ୍‌

ଚୀନ୍‌ର ଜଣେ ବ୍ୟକ୍ତି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହି ବ୍ୟକ୍ତିଜଣଙ୍କ ନିଜ ଜୀବନ୍ତ ମା’ଙ୍କ ପାଇଁ କଫିନ୍‌ ଘରକୁ ଆଣିଛନ୍ତି । ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ନିଜର ୭୦ ବର୍ଷୀୟ ଜୀବନ୍ତ ମାଆଙ୍କ ପାଇଁ କଫିନ୍‌ ଘରକୁ ଆଣିଛନ୍ତି । ତେବେ ଏହା ପଛରେ ଏକ ରୋଚକ କାରଣ ରହିଛି । ବ୍ୟକ୍ତିଙ୍କ ବିଶ୍ୱାସ ଅନୁଯାୟୀ ବଞ୍ଚିଥିବା ଅବସ୍ଥାରେ ଲୋକଙ୍କ ପାଇଁ କଫିନ୍‌ ଆଣିଲେ ସେମାନଙ୍କ ଆୟୁଷ ବଢିଥାଏ ଏବଂ ଭାଗ୍ୟ […]

ଜୀବନ୍ତ ବ୍ୟକ୍ତିଙ୍କ ପାଇଁ କଫିନ୍‌
Samaya Live Picture
Published On

ଚୀନ୍‌ର ଜଣେ ବ୍ୟକ୍ତି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହି ବ୍ୟକ୍ତିଜଣଙ୍କ ନିଜ ଜୀବନ୍ତ ମା’ଙ୍କ ପାଇଁ କଫିନ୍‌ ଘରକୁ ଆଣିଛନ୍ତି । ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ନିଜର ୭୦ ବର୍ଷୀୟ ଜୀବନ୍ତ ମାଆଙ୍କ ପାଇଁ କଫିନ୍‌ ଘରକୁ ଆଣିଛନ୍ତି । ତେବେ ଏହା ପଛରେ ଏକ ରୋଚକ କାରଣ ରହିଛି । ବ୍ୟକ୍ତିଙ୍କ ବିଶ୍ୱାସ ଅନୁଯାୟୀ ବଞ୍ଚିଥିବା ଅବସ୍ଥାରେ ଲୋକଙ୍କ ପାଇଁ କଫିନ୍‌ ଆଣିଲେ ସେମାନଙ୍କ ଆୟୁଷ ବଢିଥାଏ ଏବଂ ଭାଗ୍ୟ ଭଲ ରହିଥାଏ । ତେଣୁ ଏହି ବିଶ୍ୱାସ ଆଧାରରେ ସେ ଏହି କଫିନ୍‌ କିଣିଛନ୍ତି । ଏପରି କରିବା ଫଳରେ ତାଙ୍କ ମାଆଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହିତ ସେ ଅଧିକ ଦିନ ବଞ୍ଚିବେ । ଯେଉଁକାରଣରୁ ସେ ନିଜ ମାଆଙ୍କ ପାଇଁ ଏହି କଫିନ୍‌ ଘରକୁ ଆଣିଥିଲେ ।

Tags: