ଚନ୍ଦ୍ରର ମାଟି ଉପଯୋଗୀ
ଚୀନର ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଚନ୍ଦ୍ରରେ ମିଳିଥିବା ମାଟି ଜୀବନ ପାଇଁ ଉପଯୁକ୍ତ । ଏହାର ବିଭିନ୍ନ ତତ୍ୱ ଆମ ଜୀବନପାଇଁ ଦରକାରୀ ହୋଇପାରିବ ବୋଲି ଏହି ବୈଜ୍ଞାନିକମାନେ ମତ ଦେଇଛନ୍ତି । ସୂଚନା ଅନୁସାରେ ଏହି ମାଟିରୁ ସେମାନେ ପାଣିକୁ ବାହାର କରି ଏହାକୁ ପରୀକ୍ଷା କରିଛନ୍ତି, ଯାହାକୁ କାର୍ବୋନ ଡାଇଅକ୍ସାଇଡ୍, ଫୁଏଲ ଭଳି କେମିକାଲକୁ ବଦଳାଯାଇଛି । ଏହି ପରିବର୍ତ୍ତନ ଆଗକୁ ଚନ୍ଦ୍ରରେ ଜୀବନ ବଞ୍ଚାଇବାରେ ଖୁବ ସହାୟକ ହେବବୋଲି ବୈଜ୍ଞାନିକ ଆକଳନ କରିଛନ୍ତି […]
ଚୀନର ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଚନ୍ଦ୍ରରେ ମିଳିଥିବା ମାଟି ଜୀବନ ପାଇଁ ଉପଯୁକ୍ତ । ଏହାର ବିଭିନ୍ନ ତତ୍ୱ ଆମ ଜୀବନପାଇଁ ଦରକାରୀ ହୋଇପାରିବ ବୋଲି ଏହି ବୈଜ୍ଞାନିକମାନେ ମତ ଦେଇଛନ୍ତି । ସୂଚନା ଅନୁସାରେ ଏହି ମାଟିରୁ ସେମାନେ ପାଣିକୁ ବାହାର କରି ଏହାକୁ ପରୀକ୍ଷା କରିଛନ୍ତି, ଯାହାକୁ କାର୍ବୋନ ଡାଇଅକ୍ସାଇଡ୍, ଫୁଏଲ ଭଳି କେମିକାଲକୁ ବଦଳାଯାଇଛି । ଏହି ପରିବର୍ତ୍ତନ ଆଗକୁ ଚନ୍ଦ୍ରରେ ଜୀବନ ବଞ୍ଚାଇବାରେ ଖୁବ ସହାୟକ ହେବବୋଲି ବୈଜ୍ଞାନିକ ଆକଳନ କରିଛନ୍ତି । ଏହାକୁ ବୈଜ୍ଞାନିକମାନେ ଏକ ମ୍ୟାଜିକ୍ ବୋଲି ଆଖ୍ୟା ଦେଇଛନ୍ତି । ଏହା ଆଗକୁ ଅନେକ ପରୀକ୍ଷଣରେ ସହାୟକ ହେବା ନେଇ ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି ।




