ଘରକୁ ରଖନ୍ତୁ ସକରାତ୍ମକ

ବାସ୍ତୁ ଅନୁସାରେ ଘରକୁ ସଜାଇବା ସହ ବ୍ୟବସ୍ଥିତ ରଖିବା ଜରୁରୀା ଅପରିଷ୍କାର ଅସଜଡା ଘର ବ୍ୟକ୍ତିଙ୍କର ମାନସିକ ଅଶାନ୍ତିର କାରଣ ହୋଇଥାଏା ଅବ୍ୟବସ୍ଥିତ ଘରେ ନକରାନିକତା ବଢିଥାଏା ଯାହାଫଳରେ ଘରେ ରହୁଥିବା ବ୍ୟକ୍ତିଙ୍କୁ ରୋଗ, କଳି, ଅଶାନ୍ତି ଓ ଆର୍ଥିକ ସମସ୍ୟାର ସାମନା କରିବାକୁ ହୋଇଥାଏା ଯେଉଁଘରେ ସମସ୍ତ ଜିନିଷ ସଠିକ୍‌ ସ୍ଥାନରେ ନଥାଏ ସେହି ଘରେ ରୋଗ ଓ ଅଶାନ୍ତି ବଢିଚାଲୋ ସର୍ବଦା ଘରେ ବିଜୁଳି ଚାଳିତ ଯନ୍ତ୍ର ଖୁବ୍‌ କମ ବ୍ୟବହାର କରନ୍ତୁା ଏହି […]

ଘରକୁ ରଖନ୍ତୁ ସକରାତ୍ମକ
Samaya Live Picture
Published On

ବାସ୍ତୁ ଅନୁସାରେ ଘରକୁ ସଜାଇବା ସହ ବ୍ୟବସ୍ଥିତ ରଖିବା ଜରୁରୀା ଅପରିଷ୍କାର ଅସଜଡା ଘର ବ୍ୟକ୍ତିଙ୍କର ମାନସିକ ଅଶାନ୍ତିର କାରଣ ହୋଇଥାଏା ଅବ୍ୟବସ୍ଥିତ ଘରେ ନକରାନିକତା ବଢିଥାଏା ଯାହାଫଳରେ ଘରେ ରହୁଥିବା ବ୍ୟକ୍ତିଙ୍କୁ ରୋଗ, କଳି, ଅଶାନ୍ତି ଓ ଆର୍ଥିକ ସମସ୍ୟାର ସାମନା କରିବାକୁ ହୋଇଥାଏା ଯେଉଁଘରେ ସମସ୍ତ ଜିନିଷ ସଠିକ୍‌ ସ୍ଥାନରେ ନଥାଏ ସେହି ଘରେ ରୋଗ ଓ ଅଶାନ୍ତି ବଢିଚାଲୋ ସର୍ବଦା ଘରେ ବିଜୁଳି ଚାଳିତ ଯନ୍ତ୍ର ଖୁବ୍‌ କମ ବ୍ୟବହାର କରନ୍ତୁା ଏହି ଯନ୍ତ୍ର ସୁବିଧା ଯୋଗାଇଥାଏ ହେଲେ ଏହାକୁ ବ୍ୟବହାର କରିବା ବାସ୍ତୁ ଅନୁସାରେ ଠିକ୍‌ ନୁହୋଁ ତେଣୁ ସର୍ବଦା ଏହାର କମ ବ୍ୟବହାର କରନ୍ତୁା ଘରେ ଥିବା ପୁରୁଣା ମୋବାଇଲ, ଚାର୍ଜର, କେବୁଲ ଆଦି ଜିନିଷକୁ ଏପଟ ସେପଟ କରି ପକାନ୍ତୁ ନାହିାଁ ସର୍ବଦା ସଜାଡି ରଖନ୍ତୁା ଯଦି ବ୍ୟବହାର ଉପଯୋଗୀ ନୁହେଁ ତେବେ ଅନ୍ୟ ଯାଗାରେ ରଖନ୍ତୁା

Tags: