ଗୋଟିଏ ଗର୍ଭରେ ୯ଟି ଶିଶୁ

ଗୋଟିଏ ଗର୍ଭରେ ୯ଟି ଶିଶୁ
Ipsita Picture
By: Ipsita
Published On


ମିସ୍ର ଦେଶର ଜଣେ ଗର୍ଭବତୀଙ୍କର ଗର୍ଭରେ ୯ଟି ଶିଶୁ ଥିବା ଜଣାପଡିଛି । ତେବେ ଏଭଳି ଅବସ୍ଥା ଖୁବ ବିରଳ ଏବଂ ଏହା ଉଭୟ ଶିଶୁ ଓ ମାଆପାଇଁ କ୍ଷତିକାରକ ହୋଇପାରେ ବୋଲି ଡାକ୍ତର ମତଦେଇଛନ୍ତି । ସେହିଭଳି ଗର୍ଭରେ ଦୁଇରୁ ଅଧିକ ଶିଶୁ ଏକାଥରେ ରହିବା ପ୍ରାକୃତିକ ନୁହେଁ ବୋଲି ସୂଚନା ରହିଛି । ଏହା ପଛରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥାଏ । ତେବେ ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଭଳି ଘଟଣା ମେଡିକାଲ ଇତିହାସରେ ଖୁବ ବିରଳ ବୋଲି ସମସ୍ତେ ସୋସିଆଲ ମିଡିଆରେ ମତ ଦେବାରେ ଲାଗିଛନ୍ତି ।

Tags: