ଗଧ କରୁଛି ଷ୍ଟଣ୍ଟ

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଗୋଟିଏ ଗଧ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳୁଛି । ଭିଡିଓଟି ରୁଷର ବୋଲି ଜଣା ପଡିଛି । ଭିଡିଓଟିରେ ଗଧଟିକୁ ଗୋଟିଏ କେବଲ ୱେୟାରରେ ବନ୍ଧା ହୋଇଛି, ଯାହା ତଳ ମାଟି ଠାରୁ ବେଶ୍‌ ଉପରେ ରହିଛି । ଗଧଟି ଏହି ରୋପ ୱେରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ବେଳର ଭିଡିଓ ସୁଟିଂ କରାଯାଇଛି । ଭିଡିଓରେ […]

ଗଧ କରୁଛି ଷ୍ଟଣ୍ଟ
Samaya Live Picture
Published On

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଗୋଟିଏ ଗଧ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳୁଛି । ଭିଡିଓଟି ରୁଷର ବୋଲି ଜଣା ପଡିଛି । ଭିଡିଓଟିରେ ଗଧଟିକୁ ଗୋଟିଏ କେବଲ ୱେୟାରରେ ବନ୍ଧା ହୋଇଛି, ଯାହା ତଳ ମାଟି ଠାରୁ ବେଶ୍‌ ଉପରେ ରହିଛି । ଗଧଟି ଏହି ରୋପ ୱେରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ବେଳର ଭିଡିଓ ସୁଟିଂ କରାଯାଇଛି । ଭିଡିଓରେ ସୂଚନା ଅନୁସାରେ ଗଧର କୌଣସି ସମସ୍ୟା ହୋଇନାହିଁ, କିନ୍ତୁ ଇଣ୍ଟରନେଟରେ ଏହାକୁ ପସନ୍ଦ କରି ନାହାନ୍ତି । ଏହା ପଶୁଙ୍କ ଉପରେ ଅତ୍ୟାଚାର ବୋଲିୟୁଜର୍ସମାନେ ମତ ଦେବାରେ ଲାଗିଛନ୍ତି । ଏଭଳି ନିଜର ମନୋରଞ୍ଜନ ପାଇଁ କୌଣସି ନିରିହ ପଶୁଙ୍କ ହଇରାଣ କରିବା ଅନୁଚିତ୍‌ ବୋଲି ମତ ପ୍ରକାଶ ପାଇଛି ।

Tags: