କମଳା ରଙ୍ଗର ସାର୍କ
ନିକଟରେ ନର୍ଥଆମେରିକାର କୋଷ୍ଟା ରିକାରେ ଦେଖିବାକୁ ମିଳିଛି ବିରଳ କମଳା ରଙ୍ଗର ସାର୍କ । ଏହି ବିରଳ ସାର୍କଟି ନର୍ସ ସାର୍କ ପ୍ରଜାତିର, ଯିଏ ନିଜର ବିରଳ କମଳା ରଙ୍ଗ ଓ ଧଳା ଆଖି ପାଇଁ ପରିଚିତ । ଏହା ଖୁବ କମ ଦେଖିବାକୁ ମିଳିଥାଆନ୍ତି ତେଣୁ ଏହାକୁ ବିରଳ ବୋଲି ସମ୍ଭୋଧନ କରାଯାଇଥାଏ । ମିଳିଥିବା ଏହି ସାର୍କର ଲମ୍ବ ୬ ଫୁଟଥିବା ସୂଚନା ମିଳିଛି । ମାଛଟିର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ […]
ନିକଟରେ ନର୍ଥଆମେରିକାର କୋଷ୍ଟା ରିକାରେ ଦେଖିବାକୁ ମିଳିଛି ବିରଳ କମଳା ରଙ୍ଗର ସାର୍କ । ଏହି ବିରଳ ସାର୍କଟି ନର୍ସ ସାର୍କ ପ୍ରଜାତିର, ଯିଏ ନିଜର ବିରଳ କମଳା ରଙ୍ଗ ଓ ଧଳା ଆଖି ପାଇଁ ପରିଚିତ । ଏହା ଖୁବ କମ ଦେଖିବାକୁ ମିଳିଥାଆନ୍ତି ତେଣୁ ଏହାକୁ ବିରଳ ବୋଲି ସମ୍ଭୋଧନ କରାଯାଇଥାଏ । ମିଳିଥିବା ଏହି ସାର୍କର ଲମ୍ବ ୬ ଫୁଟଥିବା ସୂଚନା ମିଳିଛି । ମାଛଟିର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପ୍ରଜାତିରେ ବିଭିନ୍ନ ରଙ୍ଗର ସାର୍କ ଦେଖିବାକୁ ମିଳନ୍ତି ଯେଉଁଥିରେ କମଳା ରଙ୍ଗ ସବୁଠାରୁ ବିରଳ ହୋଇଥାଏ ।




