ଓ୍ୱିଗ୍‌ର ଉଚ୍ଚତା ତିନି ମହଲା

ଓ୍ୱିଗ୍‌ର ଉଚ୍ଚତା ତିନି ମହଲା
Ipsita Picture
By: Ipsita
Published On


ନାଇଜେରିଆର ଜଣେ ମହିଳାଙ୍କ ନକଲି କେଶ ବା ଓ୍ୱିଗ ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ଏହାର ଉଚ୍ଚତା ଗୋଟିଏ ବିଲïିଂର ତିନି ମହଲା ଠାରୁ ବି ଅଧିକ ଉଚ୍ଚ । ଏହି ଓ୍ୱିଗର ଉଚ୍ଚତା ପାଖାପାଖି ୫୦ ଫୁଟ । ଏହା ପୂର୍ବରୁ ମଧ୍ୟ ହେଲେନଙ୍କ ପାଖରେ ସବୁଠାରୁ ଲମ୍ବା ଓ ଚଉଡା ଓ୍ୱିଗର ରେକର୍ଡ ରହିଥିଲା । ତେବେ ଚଳିତ ରେକର୍ଡ ସହିତ ସେ ତୃତୀୟ ଥର ପାଇଁ ଗିନିଜ ବୁକରେ ଏଣ୍ଟ୍ରି ମାରିଛନ୍ତି । ତେବେ ତାଙ୍କୁ ଏହି ଓ୍ୱିଗ ତିଆରି କରିବା ପାଇଁ ଖୁବ ପରିଶ୍ରମ କରିବାକୁ ପଡିଛି । ଏହାକୁ ତିଆରି କରିବାକୁ ୨୫୦ ବଣ୍ଡଲ କେଶର ବ୍ୟବହାର ହୋଇଥିବାବେଳେ ୧.୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

Tags: