ଏଲିଅନ୍ ଡାଇମଣ୍ଡ
ନିକଟରେ ଚୀନ୍ର ବୈଜ୍ଞାନିକମାନଙ୍କୁ ଏକ ସ୍ୱତନ୍ତ୍ରଧରଣର ଡାଇମଣ୍ଡ ପ୍ରାପ୍ତ ହୋଇଛି, ଯାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଏହି ଡାଇମଣ୍ଡର ନାଁ ବୈଜ୍ଞାନିକମାନେ ଏଲିଅନ ଡାଇମଣ୍ଡ ରଖିଛନ୍ତି, ଯାହା ଉଲକାପିଣ୍ଡରୁ ମିଳିଥିବା ନେଇ ସେମାନେ ସୂଚନା ଦେଇଛନ୍ତି । ଚୀନର ମିଡିଆ ରିପୋର୍ଟ ଅନୁସାରେ ଏହାଏକ ହେକ୍ସାଗୋନାଲ ଡାଇମଣ୍ଡ, ଯାହା ଖୁବ ଟାଣ ପଦାର୍ଥରୁ ନିର୍ମାଣ କରାଯାଇଛି । ଏହା ପୃଥିବୀରେ ମିଳୁଥିବା ଡାଇମଣ୍ଡ ଠାରୁ ଖୁବ ଟାଣ ବୋଲି ଆକଳନ କରାଯାଇଛି । ଏହାକୁ […]
ନିକଟରେ ଚୀନ୍ର ବୈଜ୍ଞାନିକମାନଙ୍କୁ ଏକ ସ୍ୱତନ୍ତ୍ରଧରଣର ଡାଇମଣ୍ଡ ପ୍ରାପ୍ତ ହୋଇଛି, ଯାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଏହି ଡାଇମଣ୍ଡର ନାଁ ବୈଜ୍ଞାନିକମାନେ ଏଲିଅନ ଡାଇମଣ୍ଡ ରଖିଛନ୍ତି, ଯାହା ଉଲକାପିଣ୍ଡରୁ ମିଳିଥିବା ନେଇ ସେମାନେ ସୂଚନା ଦେଇଛନ୍ତି । ଚୀନର ମିଡିଆ ରିପୋର୍ଟ ଅନୁସାରେ ଏହାଏକ ହେକ୍ସାଗୋନାଲ ଡାଇମଣ୍ଡ, ଯାହା ଖୁବ ଟାଣ ପଦାର୍ଥରୁ ନିର୍ମାଣ କରାଯାଇଛି । ଏହା ପୃଥିବୀରେ ମିଳୁଥିବା ଡାଇମଣ୍ଡ ଠାରୁ ଖୁବ ଟାଣ ବୋଲି ଆକଳନ କରାଯାଇଛି । ଏହାକୁ ନେଇ ଗବେଷଣା ଜାରି ରହିଛି, ଆଗକୁ ଏହା ଉପରେ ଅନେକ ତଥ୍ୟ ସାମନାକୁ ଆସିବ ବୋଲି ବୈଜ୍ଞାନିକ ଆଶା ରଖିଛନ୍ତି । ତେବେ ଏହି ଡାଇମଣ୍ଡକୁ ନେଇ ସୋସିଆଲ ମିଡିଆରେ ଖୁବ ଆଲୋଚନା ଜାରି ରହିଛି ।




