ଆସିବ ଭଲ ସମୟ

ପ୍ରତେକ ବ୍ୟକ୍ତିଙ୍କର କିଛି ଦିନ ଖରାପ ଥିବାବେଳେ କିଛି ସମୟ ଭଲ ଥାଏ । ତେବେ ଆମ ଦୈନନ୍ଦିନ ଜୀବନରେ ଏଭଳି କିଛି ସଙ୍କେତ ରହିଛି, ଯାହା ଦେଖିବା ଫଳରେ ଆମର ଶୁଭବେଳା ଆସିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା ରହିଛି । ଆସନ୍ତୁ ଜାଣିବା ସେହିଭଳି କିଛି ସଙ୍କେତ ବିଷୟରେ । – ବ୍ରାହ୍ମ ମୂହୁର୍ତ୍ତ ବା ଭୋର ସମୟରେ ହଠାତ୍‌ ନିଦ ଭାଙ୍ଗିଯିବା । ଯଦି ଆପଣଙ୍କ ନିଦ ଲଗାତାର ୩ଟାରୁ ୫ଟା ଭିତରେ […]

ଆସିବ ଭଲ ସମୟ
Samaya Live Picture
Published On


ପ୍ରତେକ ବ୍ୟକ୍ତିଙ୍କର କିଛି ଦିନ ଖରାପ ଥିବାବେଳେ କିଛି ସମୟ ଭଲ ଥାଏ । ତେବେ ଆମ ଦୈନନ୍ଦିନ ଜୀବନରେ ଏଭଳି କିଛି ସଙ୍କେତ ରହିଛି, ଯାହା ଦେଖିବା ଫଳରେ ଆମର ଶୁଭବେଳା ଆସିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା ରହିଛି । ଆସନ୍ତୁ ଜାଣିବା ସେହିଭଳି କିଛି ସଙ୍କେତ ବିଷୟରେ ।

– ବ୍ରାହ୍ମ ମୂହୁର୍ତ୍ତ ବା ଭୋର ସମୟରେ ହଠାତ୍‌ ନିଦ ଭାଙ୍ଗିଯିବା । ଯଦି ଆପଣଙ୍କ ନିଦ ଲଗାତାର ୩ଟାରୁ ୫ଟା ଭିତରେ ଭାଙ୍ଗୁଛି ତେବେ ଏହା ଶୁଭବେଳା ଆସିବାର ସଙ୍କେତ ଦେଇଥାଏ ।
– ବେଳେବେଳେ କାରଣ ନଥାଇ ମଧ୍ୟ ଖୁସି ଲାଗିଥାଏ । ତେବେ ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା ଅନୁସାରେ ଏଭଳି ହେଲେ ଜୀବନରେ କିଛି ଶୁଭ ହେବାର ସଙ୍କେତ ମିଳିଥାଏ ।
– ଅନେକ ସମୟରେ ଗାଇଟିଏ ଆପଣଙ୍କ ଘରକୁ ଖାଇବା ପାଇଁ ମନକୁ ମନ ଆସିଥାଏ । ଏହା ସବୁଠାରୁ ଶୁଭ ସଙ୍କେତ । ଏପରି ହେଲେ ଇଶ୍ୱର ଆପଣଙ୍କ ଘରକୁ ଆସନ୍ତି ବୋଲି ବିଶ୍ୱାସ ରହିଛି । ତେଣି ସେଭଳି ଗାଇକୁ ନଫେରାଇ ଖାଇବାକୁ ଦିଅନ୍ତୁ ।

Tags: