ଆବର୍ଜନାରୁ କାର

କେରଳର ଜଣେ ବ୍ୟକ୍ତି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ଏହି ବ୍ୟକ୍ତିଜଣଙ୍କ ଆବର୍ଜନାରୁ ଏକ ଲାମ୍ବ୍ରୋଗିନି ହୁରାକାନ୍‌ର ରେପ୍ଲିକା ପ୍ରସ୍ତୁତ କରିଛନ୍ତି । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ କିଛି ବର୍ଷର କଠିନ ପରିଶ୍ରମ କରି ଏହି କାର ରେପ୍ଲିକାଟିକୁ ପ୍ରସ୍ତୁତ କରିଛନ୍ତି । ଏହି ପ୍ରୋଜେକଫଟିକୁ ତିଆରି କରିବା ପାଇଁ ତାଙ୍କୁ ୩ ବର୍ଷ ସମୟ ଲାଗିଥିଲା । ସେ ଏହାକୁ ଛୋଟଛୋଟ ପାର୍ଟ କରି […]

ଆବର୍ଜନାରୁ କାର
Samaya Live Picture
Published On

କେରଳର ଜଣେ ବ୍ୟକ୍ତି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ଏହି ବ୍ୟକ୍ତିଜଣଙ୍କ ଆବର୍ଜନାରୁ ଏକ ଲାମ୍ବ୍ରୋଗିନି ହୁରାକାନ୍‌ର ରେପ୍ଲିକା ପ୍ରସ୍ତୁତ କରିଛନ୍ତି । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ କିଛି ବର୍ଷର କଠିନ ପରିଶ୍ରମ କରି ଏହି କାର ରେପ୍ଲିକାଟିକୁ ପ୍ରସ୍ତୁତ କରିଛନ୍ତି । ଏହି ପ୍ରୋଜେକଫଟିକୁ ତିଆରି କରିବା ପାଇଁ ତାଙ୍କୁ ୩ ବର୍ଷ ସମୟ ଲାଗିଥିଲା । ସେ ଏହାକୁ ଛୋଟଛୋଟ ପାର୍ଟ କରି ପ୍ରସ୍ତୁତ କରିଥିଲେ । ସେ ଏହାକୁ ୯ଟି ଭାଗରେ ତିଆରି କରିଥିଲେ । ସେ ନିଜ ହାତରେ ଏହି କାର ସିରିଜ୍‌ ପାଇଁ ୯ଟି ପାର୍ଟସ ପ୍ରସ୍ତୁତ କରିଥିଲେ । ଏହି କାରର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Tags: