feature news
Feature 

ମଇଁଷି ନାମରେ ଥାନାରେ ଏତଲା !

ମଇଁଷି ନାମରେ ଥାନାରେ ଏତଲା ! ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ଅଜବ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ କୃଷକ ତାଙ୍କ ମଇଁଷି ନାମରେ ଥାନାରେ ଏତଲା ଦେଇଛନ୍ତି । କଥାଟି ବିଶ୍ୱାସଯୋଗ୍ୟ ନହେଲେ ମଧ୍ୟ ସତ । ମଧ୍ୟପ୍ରଦେଶର ଜଣେ କୃଷକଙ୍କର ମଇଁଷିଟି କ୍ଷୀର ଦେବାକୁ ମନା କରିବାରୁ ସେ ତାକୁ ଥାନାକୁ ଆଣିଥିବା ପୋଲିସ ଆଗରେ ପ୍ରକାଶ କରିଥିଲେ । ଗତ କିଛି ଦିନ ଧରି ମଇଁଷିଟି ତାଙ୍କୁ କ୍ଷୀର ଦେଉନଥିବାରୁ ସେ ବାଧ୍ୟ ହୋଇ […]
Read More...
Feature 

ଚାଲିବା ଉପରେ ପ୍ରଭାବ ପକାଇବ ନିଦ୍ରାହୀନତା

ଚାଲିବା ଉପରେ ପ୍ରଭାବ ପକାଇବ ନିଦ୍ରାହୀନତା ବ୍ରାଜିଲ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଦ୍ରାହୀନତା ଏକ ଗୁରୁତର ସମସ୍ୟାରେ ପରିଣତ ହୋଇଛି । ଅଫିସ୍‌ କାର୍ଯ୍ୟର ଚାପ ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା, ଏଗୁଡିକର ସିଧା ପ୍ରଭାବ ଆମ ନିଦ୍ରା ଉପରେ ପଡୁଛି । ତେବେ ନିଦ୍ରାହୀନତା କାରଣରୁ ଆମେ ଆମ ଚାଲିବା କିମ୍ବା ଦୌଡିବା ଉପରେ ନିୟନ୍ତ୍ରଣ ହରାଇବା ବୋଲି ଏକ ସର୍ଭେରୁ ଜଣାପଡିଛି । ବ୍ରାଜିଲର ୟୁନିଭର୍ସିଟି ଅଫ୍‌ ସାଓ ପୱଲୋର ଗବେଷକଙ୍କ ମତରେ ନିଦ୍ରାହୀନତା ଆମର ଚାଲିବା ଶକ୍ତି ଉପରେ […]
Read More...
Feature 

୭୦ ବର୍ଷରେ ମାତୃତ୍ୱ

୭୦ ବର୍ଷରେ ମାତୃତ୍ୱ ଗୁଜରାଟ: ମାତୃତ୍ୱ ଜଣେ ନାରୀର ଜୀବନରେ ବେଶ୍‌ ଆନନ୍ଦ ଭରିଦେଇଥାଏ । ସମସ୍ତ ନାରୀଙ୍କର ଇଚ୍ଛା ଥାଏ ମା ହେବାକୁ, ହେଲେ କେତେକଙ୍କ କ୍ଷେତ୍ରରେ କୌଣସି କାରଣରୁ ଏହା ସମ୍ଭବ ହୋଇପାରିନଥାଏ । ଏହି ଦୁଃଖ ସେମାନଙ୍କୁ ଖୁବ୍‌ ବ୍ୟଥିତ ମଧ୍ୟ କରିଥାଏ । ତେବେ ଆଜିକାଲି ବିଭିନ୍ନ ଜ୍ଞାନ କୌଶଳର ବ୍ୟବହାର କରି ଏହି ସମସ୍ୟାର ସମାଧାନ କରାଯାଉଛି । ସେହିଭଳି ଏକ ଘଟଣା ଘଟିଛି ଗୁଜରାଟରେ । ୭୦ ବର୍ଷ ବୟସରେ ମା ହୋଇଛନ୍ତି […]
Read More...
Feature 

କର୍ଣ୍ଣାଟକର ଭାସମାନ ଚର୍ଚ୍ଚ

କର୍ଣ୍ଣାଟକର ଭାସମାନ ଚର୍ଚ୍ଚ କର୍ଣ୍ଣାଟକ: ଭାରତରେ ଏଭଳି ଅନେକ ସ୍ଥାନ ଅଛି ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଉନ୍ମୋଚନ କରିପାରିନାହାନ୍ତି । ଏହି ରହସ୍ୟମୟୀ ସ୍ଥାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହାର ରହସ୍ୟକୁ ନେଇ ମଧ୍ୟ ଅନେକ ଲୋକକଥା ପ୍ରଚଳିତ ହୋଇଥାଏ । ସେହିଭଳି ଏକ ଚର୍ଚ୍ଚ ରହିଛି କର୍ଣ୍ଣାଟକରେ, ଯାହା ନିଜର ସ୍ୱତନ୍ତ୍ରତା ପାଇଁ ସବୁଆଡେ ପରିଚିତ । ଏହି ଚର୍ଚ୍ଚଟି ଭାସମାନ ଅବସ୍ଥାରେ ରହିଛି । ସ୍ଥାନୀୟ ଲୋକ ଏହାକୁ ପହଁରୁଥିବା ଚର୍ଚ୍ଚ ନାମରେ ଜାଣିଥାଆନ୍ତି । […]
Read More...
Feature 

ଛୋଟ ବଡି ବିଲïରଙ୍କ ବିଶ୍ୱ ରେକର୍ଡ

ଛୋଟ ବଡି ବିଲïରଙ୍କ ବିଶ୍ୱ ରେକର୍ଡ ମହାରାଷ୍ଟ୍ର: ଉଚ୍ଚତା ମାତ୍ର ୩ ଫୁଟ୍‌ ୪ ଇଞ୍ଚ କିନ୍ତୁ ବିଶ୍ୱ ରେକର୍ଡର ଅଧିକାରୀ । ନିଜ ସ୍ୱପ୍ନକୁ ସତରେ ପରିଣତ କରି ଦେଖାଇଛନ୍ତି ଭାରତୀୟ ବଡି ବିଲïର ପ୍ରତୀକ ବିଟ୍ଟଲ ମୋହିତେ । ଦିନେ ଉଚ୍ଚତା ପାଇଁ ଲୋକଙ୍କଠାରୁ ପରିହାସ ପାଉଥିବା ପ୍ରତୀକ ଆଜି ସମଗ୍ର ବିଶ୍ୱରେ ପରିଚିତ । ଦୁନିଆର ସବୁଠୁ ଛୋଟ ବଡି ବିଲïର ଭାବେ ବିଶ୍ୱ ରେକର୍ଡ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି । ତାଙ୍କ ନାମ ଗିନିଜ ୱାଲïର୍ ରେକର୍ଡରେ […]
Read More...
Feature 

‘ପିଲୋ ଫାଇଟ୍‌’ ପ୍ରତିଯୋଗିତା

‘ପିଲୋ ଫାଇଟ୍‌’ ପ୍ରତିଯୋଗିତା ଜାପାନ : ସେପ୍‌ଟେମ୍ବ ୨୩: ଆପଣ ନିଶ୍ଚୟ ଦେଖିଥିବେ ଯେ ପିଲାମାନେ ଶୋଇବା ସମୟରେ ତକିଆରେ ମାରପିଟ୍‌ ହୋଇ ମଜା ନେଇଥାନ୍ତି । କିଛି ବଡ଼ ଲୋକ ମଧ୍ୟ ଏହାକୁ ଉପଭୋଗ କରନ୍ତି । ଏହାର ଏକ ପ୍ରତିଯୋଗିତା ରହିଛି, ତାହା ମଧ୍ୟ ଜାତୀୟସ୍ତରର ତାହେଲେ ହୁଏତ ଆପଣ ବିଶ୍ୱାସ କରିବେ ନାହିଁ । ହେଲେ ବାସ୍ତବରେ ଜାପାନରେ ଏହି ‘ପିଲୋ ଫାଇଟିଂ’ ଏକପ୍ରକାର ଖେଳ ରହିଛି । ପ୍ରତିବର୍ଷ ଜାପାନର ବିଭିନ୍ନ ଅଞ୍ଚଳରୁ ଅନେକ ଟିମ୍‌ […]
Read More...
ବିଶ୍ବ  Feature 

ଗୋଟିଏ ଡାଳରେ ୮୩୯ ଟମାଟୋ

ଗୋଟିଏ ଡାଳରେ ୮୩୯ ଟମାଟୋ ଇଂଲଣ୍ଡ: ସେପ୍‌ଟେମ୍ବର ୨୧: ଜଣେ ବ୍ରିଟିଶ ନାଗରିକ ଗୋଟିଏ ଡାଳରେ ୮୩୯ଟି ଟମାଟୋ ଚାଷ କରି ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ଇଂଲଣ୍ଡର ଷ୍ଟେନଷ୍ଟେଡ୍‌ ଏବାଟସ୍‌ରେ ରହୁଥିବା ୪୩ ବର୍ଷୀୟ ଡଗଲସ ସ୍ମିଥଙ୍କ ଏହି ନିଆରା କାରନାମା ସମସ୍ତ ବିଶ୍ୱବାସୀଙ୍କୁ ଚକିତ କରିଦେଇଛନ୍ତି । ସ୍ମିଥଙ୍କ କହିବା ଅନୁଯାୟୀ, ସେ ମାର୍ଚ୍ଚରେ ମଞ୍ଜି ବୁଣିଥିଲେ ଏବଂ ଏହାକୁ ଗ୍ରୀନ ହାଉସରେ ଲଗାଇଥିଲେ । ଏହାପରେ ଗୋଟିଏ ମାସରେ କେବଳ ଗୋଟିଏ ହିଁ ଡାଳରୁ ୮୩୯ଟି […]
Read More...
Feature 

ଅମ୍ମା ଶେଖଙ୍କ ପଢ଼ା ନିଶା

ଅମ୍ମା ଶେଖଙ୍କ ପଢ଼ା ନିଶା ମୁମ୍ବାଇ: ସେପ୍‌ଟେମ୍ବର ୧୫: କରୋନା ସମୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ସାମାଜିକ ଦୂରତା ଭଳି ଶବ୍ଦ ସାଧାରଣ ଶବ୍ଦରେ ପରିଣତ ହୋଇଛି । ସେହିଭଳି ଲକ୍‌ଡାଉନ୍‌ ଅନେକଙ୍କ ଜୀବନରେ ଭିନ୍ନ ପ୍ରକାରର ପ୍ରଭାବ ପକାଇଛି । ଅନେକଙ୍କର ଜୀବିକା ବୁଡିଥିବା ବେଳେ ଅନେକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି । ସେସବୁ ମଧ୍ୟରେ ଅନେକ ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହି ଦରକାରୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି । ସେହିଭଳି ଏକ ଘଟଣା ସୋସିଆଲ […]
Read More...
Feature 

କାଶ୍ମୀରର ଭାସମାନ ଡ଼ାକଘର

କାଶ୍ମୀରର ଭାସମାନ ଡ଼ାକଘର ଭୁବନେଶ୍ୱର: ଅଗଷ୍ଟ ୨୦: ଆଜିକାଲିର ଡିଜିଟାଲ ଯୁଗରେ ଡାକଘର କଥା ଯୁବପିଢ଼ି ଭୁଲିବାକୁ ଲାଗିଲେଣି । ହେଲେ କାଶ୍ମୀରରେ ଏମିତି ଏକ ଡ଼ାକଘର ରହିଛି, ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । କାଶ୍ମୀର ଡ଼ାଲ ହ୍ରଦରେ ଥିବା ଏହି ଭାସମାନ ଡ଼ାକଘର ପ୍ରାୟ ୨୦୦ ବର୍ଷର ପୁରୁଣା । ଉକ୍ତ ଭାସମାନ ଡ଼ାକଘର ବ୍ରିଟିଶ ସମୟରୁ ରହିଛି । ବର୍ତ୍ତମାନ ବି ଡ଼ାକଘର ହ୍ରଦରେ ରହୁଥିବା ଲୋକମାନଙ୍କୁ ଚିଠି ଓ କୁରିଅର ବିତରଣ କରେ । […]
Read More...
Feature 

୧୨ ବର୍ଷ ପରେ ଫୁଟିଲା ନୀଳକୁରିଞ୍ଜି ଫୁଲ

୧୨ ବର୍ଷ ପରେ ଫୁଟିଲା ନୀଳକୁରିଞ୍ଜି ଫୁଲ ଭୁବନେଶ୍ୱର: ଅଗଷ୍ଟ ୨: କେରଳର ଇଡ଼ୁକି ଜିଲ୍ଲାର ସୋଲାର ଜଙ୍ଗଲ (ତୃଣଭୂମି ଓ ଗୁଳ୍ମ ଜାତୀୟ ଜଙ୍ଗଲ)ରେ ୧୨ ବର୍ଷରେ ଥରେ ଫୁଟୁଥିବା ନୀଳକୁରିଞ୍ଜି ଫୁଲ ଫୁଟିଛି । ଏହା ଏକ ଦୁର୍ଲଭ ଜାତୀୟ ଫୁଲ । ନୀଳକୁରିଞ୍ଜି ଫୁଲ ମୋନେକାର୍ପିକ୍‌ ଜାତୀୟ ଗଛ । ଯାହା ଫୁଟିବା ମାତ୍ରେ ଧୀରେ ଧୀରେ ମଉଳିବାକୁ ଲାଗେ । ତେବେ ଆସନ୍ତା ଅକ୍‌ଟବର ମାସ ପର୍ଯ୍ୟନ୍ତ ଏହି ଫୁଲ ଜଙ୍ଗଲରେ ଫୁଟିବ । ଏହି ଫୁଲକୁ ଦେଖିବାକୁ ବହୁ […]
Read More...
Feature 

ସାଣ୍ଡୱିଚ୍‌ ଦାମ ୧୬ ହଜାର ଟଙ୍କା

ସାଣ୍ଡୱିଚ୍‌ ଦାମ ୧୬ ହଜାର ଟଙ୍କା ଦିଲ୍ଲୀ: ଜୁଲାଇ ୨୧:ଆଜିକାଲି ସୋସିଆଲ ମିଡିଆରେ ଅନେକ ଖାଇବା ଭାଇରାଲ ହେବାରେ ଲାଗିଛି । କିଏ ଦାମ ପାଇଁ ଭାଇରାଲ ହେଉଛି ତ କିଏ ନିଜର ସ୍ୱାଦ ପାଇଁ । ସେହି କ୍ରମରେ ଏକ ସାଣ୍ଡୱିଚ୍‌ ଓ ଆଇସ୍‌କ୍ରିମ୍‌ ଭାଇରାଲ ହେବାରେ ଲାଗିଛି । ଏମାନଙ୍କର ଦାମ ଯିଏ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ଏଭଳି ଏକ ସାଣ୍ଡୱିଚ୍‌ ରହିଛି ଯିଏ ନିଜର ଦାମ ପାଇଁ ଗିନିଜ୍‌ ରେକର୍ଡରେ ସ୍ଥାନ ପାଇଛି । ଏହାର ଦାମ […]
Read More...

Advertisement