Father to pay pocket Money for daughter until marriage
ଦେଶ- ବିଦେଶ 

ବିବାହ ଯାଏଁ ଝିଅକୁ ହାତ ଖର୍ଚ୍ଚ ଦେବେ ବାପା: କୋର୍ଟ

ବିବାହ ଯାଏଁ ଝିଅକୁ ହାତ ଖର୍ଚ୍ଚ ଦେବେ ବାପା: କୋର୍ଟ ନୂଆଦିଲ୍ଲୀ: ଜଣେ ସାବାଳିକା ଝିଅ ବିବାହ ନ କରିବା ପର୍ଯ୍ୟନ୍ତ ଝିଅ ପାଇଁ ଆବଶ୍ୟକୀୟ ଖର୍ଚ୍ଚ ବାପା ଦେବାକୁ ବାଧ୍ୟ ଜଣେ ସାବାଳିକା ଆବେଦନ କରିଥିବା ହାତଖର୍ଚ୍ଚ ଆବେଦନକୁ ଅଦାଲତ ମଞ୍ଜୁର କରି ଏହା କହିଛନ୍ତି କର୍କାର୍ଡୋମା କୋର୍ଟର ପାରିବାରିକ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ଆଇନ ଅନୁଯାୟୀ, ଜଣେ ଝିଅ କେବଳ ସାବାଳିକା ନୁହେଁ ବରଂ ବିବାହ ପର୍ଯ୍ୟନ୍ତ ତାଙ୍କ ପିତାଙ୍କଠାରୁ ସମସ୍ତ ଖର୍ଚ୍ଚ ପାଇବାର ଅଧିକାର ଅଛି । ସୂଚନା ମୁତାବକ ୧୯ […]
Read More...

Advertisement