Father sacrificed daughter
ଦେଶ- ବିଦେଶ 

ଝିଅକୁ ବଳି ଦେଲା ବାପା

ଝିଅକୁ ବଳି ଦେଲା ବାପା ଅହମ୍ମଦାବାଦ: କେରଳରେ ଧନ ସମ୍ପତ୍ତି ଲୋଭରେ ଦମ୍ପତି ଦୁଇ ଜଣ ମହିଳାଙ୍କୁ ବଳି ଦେଇଥିବା ମାମଲା ଥଣ୍ଡା ନପଡୁଣୁ ଆଉ ଏକ ସମାନ ମାମଲା ଏବେ ସାମ୍ନାକୁ ଆସିଛି । ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ଜଣେ ବାପା ନିଜ ଜନ୍ମ କଲା ଝିଅକୁ ତନ୍ତ୍ର ସାଧନା କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୁଜରାଟର ଗିର ସୋମନାଥ ଜିଲ୍ଲାର ଧାୱା ଗାଁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ଏଠାରେ ତାନ୍ତ୍ରିକ ବିଦ୍ୟା ଅଭ୍ୟାସ […]
Read More...

Advertisement