father also died after seeing son’s body
ଦେଶ- ବିଦେଶ 

ଗରବା ଖେଳୁ ଖେଳୁ ପୁଅର ମୃତ୍ୟୁ, ଖବର ଶୁଣି ବାପାଙ୍କର ପ୍ରାଣହାନୀ

ଗରବା ଖେଳୁ ଖେଳୁ ପୁଅର ମୃତ୍ୟୁ, ଖବର ଶୁଣି ବାପାଙ୍କର ପ୍ରାଣହାନୀ ପାଲଘର: ଦୁର୍ଗାପୂଜା ସମୟରେ ଗୁଜୁରାତି ସମ୍ପ୍ରଦାୟର ଗରବା ନାଚ ବେଶ ପ୍ରସିଦ୍ଧ । ନବରାତ୍ରି ର ପ୍ରଥମ ଦିନରୁହିଁ ଆରମ୍ଭ ହୋଇଯାଇଥାଏ ଏହି ନାଚ I ତେବେ ଗରବା ନାଚ ସମୟରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି I ପୁଅର ମୃତ ଦେହ ଦେଖି ବାପାଙ୍କର ମଧ୍ୟ ପ୍ରାଣହାନୀ ହୋଇଛି I ଏପରି ପରି ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘରରେ। ଖବର ଅନୁସାରେ ପାଲଘରର ଭିରାରରେ ଗ୍ଲୋବାଲ ସିଟି କମ୍ପ୍ଲେକ୍ସରେ ଏକ […]
Read More...

Advertisement