Fastest Solo Cycling Men
Feature 

୩୪ ଘଣ୍ଟା ୫୪ ମିନିଟ୍‌ରେ ୪୭୨କିମି ଦୂରତା ଅତିକ୍ରମ କରି ରେକର୍ଡ କଲେ ଭାରତୀୟ ସେନା

୩୪ ଘଣ୍ଟା ୫୪ ମିନିଟ୍‌ରେ ୪୭୨କିମି ଦୂରତା ଅତିକ୍ରମ କରି ରେକର୍ଡ କଲେ ଭାରତୀୟ ସେନା ସେନା କର୍ମଚାରୀଙ୍କୁ ନେଇ ଦେଶ ସର୍ବଦା ଗର୍ବ କରିଥାଏ । ଦେଶର ସୁରକ୍ଷା ଭାର ସେମାନଙ୍କ ଉପରେ ରହିଛି । ତେବେ କେତେକ ସେନା କର୍ମଚାରୀ ଅଛନ୍ତି ଯିଏ ଦେଶ ସୁରକ୍ଷା ଛଡା ଅନେକ ଏଭଳି କାର୍ଯ୍ୟ କରନ୍ତି ଯାହା ଦେଶର ଗର୍ବକୁ ଦ୍ୱିଗୁଣିତ କରିଥାଏ । ସେହିଭଳି ଜଣେ ସେନା କର୍ମଚାରୀ ଦେଶ ପାଇଁ ଗର୍ବ ଆଣିଛନ୍ତି । ନିଜ ନାମରେ ଏକ ନିଆରା ରେକର୍ଡ ସାମିଲ କରିଛନ୍ତି । ଭାରତୀୟ ସେନାର ଶ୍ରୀପଦ ଶ୍ରୀରାମ […]
Read More...

Advertisement