Farmers protest
ଦେଶ- ବିଦେଶ 

ଟ୍ରାକ୍‌ଟର ରାଲି ହିଂସାକାଣ୍ଡରେ ଗିରଫ ଚାଷୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦେବେ ପଞ୍ଜାବ ସରକାର

ଟ୍ରାକ୍‌ଟର ରାଲି ହିଂସାକାଣ୍ଡରେ ଗିରଫ ଚାଷୀଙ୍କୁ ୨ ଲକ୍ଷ ଟଙ୍କା ସହାୟତା ରାଶି ଦେବେ ପଞ୍ଜାବ ସରକାର ପଞ୍ଜାବ: ନଭେମ୍ବର ୧୩: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଷୀମାନେ ଟ୍ରାକଫର ରାଲି କରିଥିଲେ । ଏଥିରେ ଦିଲ୍ଲୀ ପୋଲିସ ୮୩ ଜଣ ଚାଷୀଙ୍କୁ ଗିରଫ କରିଥିଲା । ସେହି ଗିରଫ ସମସ୍ତ ଚାଷୀଙ୍କୁ ପଞ୍ଜାବ ସରକାର ସମର୍ଥନ କରିଛନ୍ତି ଏବଂ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ଏନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନି ଟୁଇଟ୍‌ କରି […]
Read More...
ଦେଶ- ବିଦେଶ 

ଚାଷୀ ଆନ୍ଦୋଳନରେ ଯୋଗ ଦେଇ ଫେରୁଥିବା ସମୟରେ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ୩ ମୃତ

ଚାଷୀ ଆନ୍ଦୋଳନରେ ଯୋଗ ଦେଇ ଫେରୁଥିବା ସମୟରେ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ୩ ମୃତ ଦିଲ୍ଲୀ: ଅକ୍‌ଟୋବର ୨୮: ଚାଷୀ ଆନ୍ଦୋଳନରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ମାଡ଼ିଗଲା ଟ୍ରକ୍‌ । ଏଥିରେ ୩ ଜଣ ମହିଳାଙ୍କର ମୃତୁ୍ୟ ହେବା ସହିତ ୩ ଜଣ ମହିଳା ଗୁରୁତର ଆହତ ଅଛନ୍ତି । ମୃତ ୩ ଜଣ ପଞ୍ଜାବର ମାନସା ଜିଲ୍ଲାର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ସକାଳ ପ୍ରାୟ ସାଢ଼େ ୬ଟାରେ ଝଜ୍ଜର ରୋଡ୍‌ ନିକଟରେ ଥିବା ଏକ ଡିଭାଇଡର୍‌ ଉପରେ ମହିଳାମାନେ ବସିଥିଲେ । ଏହି ସମୟରେ ଏକ […]
Read More...
ଦେଶ- ବିଦେଶ 

ଲଖୀମପୁର ଖେରି ଘଟଣା: କୋର୍ଟର ସମନ ପରେ ମଧ୍ୟ ହାଜର ହେଲେନି କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଲଖୀମପୁର ଖେରି ଘଟଣା: କୋର୍ଟର ସମନ ପରେ ମଧ୍ୟ ହାଜର ହେଲେନି କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଲଖୀମପୁର: ଅକ୍‌ଟୋବର ୦୮: ଲଖୀମପୁର ଖେରି ହିଂସାକାଣ୍ଡରେ ଚାଷୀ ସଙ୍ଗଠନ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାକୁ ମୁଖ୍ୟ ଅଭିଯୁକ୍ତ କହିଛି । ତେବେ ଏନେଇ ସୁପ୍ରିମକୋର୍ଟ ତାଙ୍କ ଘରକୁ ଏକ ସମନ କରିଥିଲା । ଦିନ ୧୦ଟା ସୁଦ୍ଧା ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦିଆଯାଇଥିଲା । ଏହାପରେ ମଧ୍ୟ ସେ କୋର୍ଟରେ ହାଜର ହୋଇନାହାନ୍ତି । ଖବର ଅନୁସାରେ, ସେ କୁଆଡ଼େ ଫେରାର ଅଛନ୍ତି । ତାଙ୍କ ଲୋକେସନ୍‌ ନେପାଳ କାଠମାଣ୍ଡୁରେ ମିଳିଥିବା […]
Read More...
ଦେଶ- ବିଦେଶ 

ପ୍ରିୟଙ୍କା ଗାନ୍ଧୀ ଗିରଫ

ପ୍ରିୟଙ୍କା ଗାନ୍ଧୀ ଗିରଫ ଉତ୍ତରପ୍ରଦେଶ: କଂଗ୍ରେରର ସାଧାରଣ ସମ୍ବାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରରୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ତାଙ୍କୁ ସୀତାପୁର ପିଏସି ଗେଷ୍ଟ ହାଉସ୍‌ରେ ରଖିଛି । ଭୋର୍‌ ପ୍ରାୟ ସାଢ଼େ ୪ଟାରୁ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲଣ କରାଯାଇ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ପି. ଚିତାମ୍ବରମ୍‌ ସୂଚନା ଦେଇଛନ୍ତି । ତେବେ ପ୍ରିୟଙ୍କା ବିରୋଧରେ ଧାରା ୧୫୧, ୧୦୭ ଏବଂ ୧୧୬ ଅନୁସାରେ […]
Read More...

Advertisement