farmers' union staged a rail strike at Lathor
ଜିଲ୍ଲା 

ଟିଟିଲାଗଡ଼ରେ ବିଶାଳ ଚାଷୀ ଆନ୍ଦୋଳନ: ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ଦାବିରେ ତେଜିଲେ ଚାଷୀ, ଟ୍ରେନ ବାତିଲ

ଟିଟିଲାଗଡ଼ରେ ବିଶାଳ ଚାଷୀ ଆନ୍ଦୋଳନ: ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତିପୂରଣ ଦାବିରେ ତେଜିଲେ ଚାଷୀ, ଟ୍ରେନ ବାତିଲ ଟିଟିଲାଗଡ଼: ଗତ ୨୦୨୧ ମସିହା ଫସଲ ବୀମା କ୍ଷତିପୂରଣଦାବି ନେଇ ଗର୍ଜିଲା ବଲାଙ୍ଗିର ଜିଲ୍ଲା କୃଷକ ମହାସଂଗଠନ । ହଜାର ହଜାର ଚାଷୀ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରେଳ ଷ୍ଟେସନକୁ ଧସେଇ ପଶିଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ ପୋଲିସ ସହ ଧସ୍ତାଧସ୍ତି ସମୟରେ ଚାଷୀ ନେତା ସହ ରେଲ ସୁରକ୍ଷା ବଳ କର୍ମଚାରୀ ତଲେ ପଡି ଯାଇଥିଲେ । ପୋଲିସର ସୁରକ୍ଷା ବ୍ୟାରିକେଟ ରୋକି ପାରି ନ ଥିଲା ଚାଷୀଙ୍କ […]
Read More...

Advertisement