Farm laws passed
ଦେଶ- ବିଦେଶ 

ହଟ୍ଟଗୋଳ ମଧ୍ୟରେ ପାସ୍‌ ହେଲା ତିନି କୃଷି ପ୍ରତ୍ୟାହାର ବିଲ୍‌

ହଟ୍ଟଗୋଳ ମଧ୍ୟରେ ପାସ୍‌ ହେଲା ତିନି କୃଷି ପ୍ରତ୍ୟାହାର ବିଲ୍‌ ଦିଲ୍ଲୀ: ନଭେମ୍ବର ୨୯: ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶେଷରେ ଲୋକସଭାରେ ତିନି କୃଷି ପ୍ରତ୍ୟାହାର ବିଲ୍‌ ପାସ୍‌ ହୋଇଛି । ବାଚନିକ ଭୋଟରେ ବିଲ୍‌ ପାସ୍‌ ହୋଇଥିବାର ନେଇ ବାଚସ୍ପତି ଓମ୍‌ ବିର୍ଲା ଘୋଷଣା କରିଛନ୍ତି । ଏଥିସହିତ ଗୃହକୁ ମଧ୍ୟାହ୍ନ ୨ଟା ଯାଏ ସ୍ଥଗିତ ରଖାଯାଇଛି । ସୂଚନା ଅନୁସାରେ, ପ୍ରବଳ ଗଣ୍ଡଗୋଳ ମଧ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ଏହି ବିଲ୍‌ ପାସ୍‌ କରିଥିଲେ । ତେବେ କଂଗ୍ରେସ, […]
Read More...

Advertisement