FAKE NOTE SEIZED
ଓଡ଼ିଶା  ଅପରାଧ 

ରାଜଧାନୀରେ ୭ ଲକ୍ଷ ଜାଲ୍‌ ନୋଟ୍‌ ଠାବ: ଦୁଇ ଗିରଫ

ରାଜଧାନୀରେ ୭ ଲକ୍ଷ ଜାଲ୍‌ ନୋଟ୍‌ ଠାବ: ଦୁଇ ଗିରଫ ଭୁବନେଶ୍ୱର: ମାର୍ଚ୍ଚ ୦୨: ରାଜଧାନୀ ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ। ଖାରବେଳ ନଗର ଅଞ୍ଚଳରୁ କମିଶନରେଟ୍ ପୋଲିସ୍ ଏହାକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସତ୍ୟନାରାୟଣ ଓ ଭୁନା ନାମକ ଦୁଇ ବ୍ୟକ୍ତି କିଛି ବର୍ଷ ହେଲା ଜାଲ୍ ନୋଟ୍ କାରବାର ଚଳାଇ ଆସୁଥିଲେ। ଉଭୟ ଅଧିକ ଟଙ୍କା ରୋଜଗାର କରିବା ନିଶାରେ ପଡ଼ି ଜାଲ୍ ନୋଟ୍ ଛାପିବାକୁ ଯୋଜନା କରିଥିଲେ। ଭୁନା ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନ ବୁଲି […]
Read More...

Advertisement