FAKE LICQUER SEAS
ଅପରାଧ 

୧୧ କୋଟି ୬୫ ଲକ୍ଷର ନକଲି ବିଦେଶୀ ମଦ, ସ୍ପିରିଟ ଓ ଲେବଲ୍‌ ଜବତ

୧୧ କୋଟି ୬୫ ଲକ୍ଷର ନକଲି ବିଦେଶୀ ମଦ, ସ୍ପିରିଟ ଓ ଲେବଲ୍‌ ଜବତ ଭୁବନେଶ୍ୱର: ମାର୍ଚ୍ଚ ୨୬: କୋଲକାତାରୁ ସ୍ପିରିଟ୍, ଜାଲ୍ ସରକାରୀ ଲେବଲ୍ ଓ ରଙ୍ଗ ଆସି ତିଆରି ହେଉଛି ନକଲି ବିଦେଶୀ ମଦ। ନିର୍ବାଚନ ପାଇଁ ସମସ୍ତଙ୍କ ନଜର ବ୍ୟସ୍ଥ୍ୟ ଥିବାବେଳେ ଏପରି ବ୍ୟବସାୟ କରୁଥିଲେ । ଭୁବନେଶ୍ୱର, ଖୋର୍ଦ୍ଧା, ବାଲେଶ୍ୱର ସମେତ ଏକାଧିକ ଅଞ୍ଚଳରେ ଚାଲିଛି ଏହି ବେଆଇନ କାରବାର। ଏବେ ରାଜ୍ୟରେ ବିପୁଳ ନକଲି ମଦ କାରବାର ନେଇ ଅବକାରୀ ବିଭାଗ ହାତରେ ତଥ୍ୟ ଲାଗିଛି। ପଞ୍ଚାୟତ ନିର୍ବାଚନ ଠାରୁ ପୌର ନିର୍ବାଚନ ସରିବା ପର୍ଯ୍ୟନ୍ତ […]
Read More...

Advertisement