Extortion Case
ଅପରାଧ 

ସୁକେଶଙ୍କ ସମ୍ପର୍କରେ ଥିବା ପିଙ୍କି ଇରାନୀ ଗିରଫ

ସୁକେଶଙ୍କ ସମ୍ପର୍କରେ ଥିବା ପିଙ୍କି ଇରାନୀ ଗିରଫ ମୁମ୍ବାଇ: ଠକ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ବଟି ଆଦାୟ ମାମଲାକୁ ନେଇ ଏବେ ଜେଲରେ ଅଛନ୍ତି । ତାଙ୍କ ସହ ସମ୍ପର୍କ ଥିବାରୁ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଦିଲ୍ଲୀ ପୁଲିସର ର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଜାକଲିନଙ୍କୁ ପଚରାଉଚରା କରିଛି । ତେବେ ସୁକେଶ ଏବଂ ଜ୍ୟାକଲିନ୍‌ଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ତଥା ବେଆଇନ୍‌ ଅର୍ଥ କାରବାରରେ ଲିପ୍ତ ଥିବା ଅଭିଯୋଗରେ ପିଙ୍କି ଇରାନୀ […]
Read More...

Advertisement