Explosion In Delhi's Rohini Court
ଦେଶ- ବିଦେଶ 

ଦିଲ୍ଲୀର ରୋହିଣୀ କୋର୍ଟରେ ବିସ୍ପୋରଣ: ୪ଜଣ ଗୁରୁତର

ଦିଲ୍ଲୀର ରୋହିଣୀ କୋର୍ଟରେ ବିସ୍ପୋରଣ: ୪ଜଣ ଗୁରୁତର ଦିଲ୍ଲୀ: ଡିସେମ୍ବର ୦୯: ଆଜି ସକାଳ ସମୟରେ ଦିଲ୍ଲୀର ରୋହିଣୀ କୋର୍ଟ ନମ୍ବର ୧୦୨ରେ ଏକ ବିସ୍ପୋରଣ ହୋଇଛି । ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣ ଶବ୍ଦରେ କୋର୍ଟ ପରିସରରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ସେମାନେ ନିଜକୁ ସୁରକ୍ଷିତ କରିବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ବିସ୍ପୋରଣ ଏତେ ବଡ଼ ଧରଣର ନଥିଲା । ତେବେ କୋର୍ଟରେ ଗୁଳିକାଣ୍ଡ ହୋଇଛି ବୋଲି ଲୋକମାନଙ୍କ ମଧ୍ୟରେ ଗୁଜବ ଉଠିଥିଲା […]
Read More...

Advertisement