excavation was started by the Department of History
ଜିଲ୍ଲା 

ବରପାଲିରେ ପ୍ରାଚୀନ ବସତିର ସନ୍ଧାନ ପାଇଁ ଜିଏମ୍‌ୟୁର ଅନେ୍ୱଷଣ

ବରପାଲିରେ ପ୍ରାଚୀନ ବସତିର ସନ୍ଧାନ ପାଇଁ ଜିଏମ୍‌ୟୁର ଅନେ୍ୱଷଣ ସମ୍ବଲପୁର : ଐତିହାସିକ ଅସୁରଗଡ଼ ଶୃଙ୍ଖଳର ପ୍ରାଚୀନ ଜନବସତିସ୍ଥଳ ଓ ସେ ସମୟର ସଂସ୍କୃତିର ବିକାଶଧାରା ସନ୍ଧାନ କରିବା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ)ର ଇତିହାସ ବିଭାଗ ପକ୍ଷରୁ ଉତ୍‌ଖନନ ପ୍ରକଳ୍ପ ଆରମ୍ଭ ହୋଇଛି । ବରଗଡ଼ ଜିଲ୍ଲା ବରପାଲି ସହର ଠାରୁ ୪ କିଲୋମିଟର ଦୂର ଗୋପେଇପାଲି ଠାରେ ଠାବ କରାଯାଇଥିବା ଏକ ସ୍ଥାନରେ ଅସୁଗଡ଼ର ଐତିହାସିକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି । ବିଶ୍ୱବିଦ୍ୟାଳୟର ୫୫ ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏବଂ ପିଏଚ୍‌ଡି […]
Read More...

Advertisement