exam canceled
ଦେଶ- ବିଦେଶ  ଅପରାଧ 

ପଶ୍ଚିମବଙ୍ଗରେ ପୁଣି ମୁଣ୍ଡ ଟେକିଲା ହିଜାବ ବିବାଦ, ପରୀକ୍ଷା ବାତିଲ

ପଶ୍ଚିମବଙ୍ଗରେ ପୁଣି ମୁଣ୍ଡ ଟେକିଲା ହିଜାବ ବିବାଦ, ପରୀକ୍ଷା ବାତିଲ କୋଲକାତା: ଦୀର୍ଘଦିନର ବ୍ୟବଧାନପରେ ପଶ୍ଚିମବଙ୍ଗରେ ପୁଣି ହିଜାବ ବିବାଦ ମୁଣ୍ଡ ଟେକିଛି । ହାୱାଡା ଜିଲ୍ଲା ଅନ୍ତର୍ଗତ ଧୁଲାଗଡସ୍ଥିତ ଏକ ସ୍କୁଲରେ ହିଜାବ୍ ଓ ନାମାବଳୀ ପରିଧାନକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିବା ଜଣାପଡିଛି । ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ମୁସ୍‌ଲିମ୍ ସଂପ୍ରଦାୟର ଛାତ୍ରୀଙ୍କୁ ହିଜାବ୍ ପିନ୍ଧି କ୍ଲାସ୍ ଆସିବାକୁ ଅନୁମତି ପ୍ରଦାନ କରିଥିଲେ । ଏଥିରେ ୧୨ଶ ଶ୍ରେଣୀରେ ଥିବା କିଛି ହିନ୍ଦୁ ଛାତ୍ରଛାତ୍ରୀ ଆପତ୍ତି ଉଠାଇବା ସହ ସ୍କୁଲକୁ […]
Read More...

Advertisement