EVM Machine Inoperative in Ward No. 10 of NAC
ଓଡ଼ିଶା 

ଧାମନଗର ଭୋଟ୍‌ ଆରମ୍ଭ, ଏନ୍‌ଏସିର ୧୦ ନମ୍ବର ୱାର୍ଡରେ ଇଭିଏମ୍‌ ମେସିନ ଅଚଳ

ଧାମନଗର ଭୋଟ୍‌ ଆରମ୍ଭ, ଏନ୍‌ଏସିର ୧୦ ନମ୍ବର ୱାର୍ଡରେ ଇଭିଏମ୍‌ ମେସିନ ଅଚଳ ଭଦ୍ରକ: ଆଜି ବହୁ ପ୍ରତୀକ୍ଷିତ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଭୋଟ୍‌ ଆରମ୍ଭ ହୋଇଛି । ଅତିକମରେ ୭୦ ପ୍ରତିଶତ ମତଦାତା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ବୋଲି ଆକଳନ କରାଯାଉଛି । ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜିର ଭୋଟଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଭୋଟର ପରିଚୟପତ୍ର ବ୍ୟତୀତ ସ୍ୱୀକୃତିପ୍ରାପ୍ତ ଅନ୍ୟ ୧୨ଟି ଡକ୍ୟୁମେଣ୍ଟକୁ […]
Read More...

Advertisement