even-year-old has also tested positive
ଦେଶ- ବିଦେଶ 

ଭାରତରେ ଆଉ ୩ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ: ଚିହ୍ନଟଙ୍କ ମଧ୍ୟରୁ ୭ ବର୍ଷର ପିଲା ରହିଛି

ଭାରତରେ ଆଉ ୩ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ: ଚିହ୍ନଟଙ୍କ ମଧ୍ୟରୁ ୭ ବର୍ଷର ପିଲା ରହିଛି ଦିଲ୍ଲୀ: ଡିସେମ୍ବର ୧୫: ଭାରତରେ ଧୀରେ ଧୀରେ ଓମିକ୍ରନ୍‌ ବ୍ୟାପିବାରେ ଲାଗିଛି । ପୁଣି ଭାରତରେ ଆଉ ୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତ ହେଉଛନ୍ତି ତେଲଙ୍ଗନା ରାଜ୍ୟର ବୋଲି ସୂଚନା ମିଳିଛି । ବିଶେଷ ଖବର ହେଉଛି, ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଜଣେ ୭ ବର୍ଷ ବୟସର ପିଲା ରହିଛି । ତେବେ ନୂଆ ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ଏବେ ଦେଶରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୬୪ କୁ ବୃଦ୍ଧି […]
Read More...

Advertisement