entrance test for every addmission
ଦେଶ- ବିଦେଶ 

ଏଥର ନାମଲେଖା ପାଇଁ ଦେବାକୁ ପଡିବ ଏନଟ୍ରାନ୍ସ

ଏଥର ନାମଲେଖା ପାଇଁ ଦେବାକୁ ପଡିବ ଏନଟ୍ରାନ୍ସ ନୂଆଦିଲ୍ଲୀ: ମାର୍ଚ୍ଚ ୨୩: ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅଣ୍ଡରଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଦ୍ୱାଦଶ ଶ୍ରେଣୀର ମାର୍କ ଆବଶ୍ୟକ ପଡ଼ିବ ନାହିଁ। ସେଣ୍ଟ୍ରାଲ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟର ସ୍କୋର ଅନୁସାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବେ ବୋଲି ୟୁଜିସି ପକ୍ଷରୁ ଘୋଷଣା କରାଯାଇଛି। ୟୁଜିସି ପକ୍ଷରୁ କୁହାଯାଇଛି ଯେ ଏଣିକି ପ୍ରତିବର୍ଷ ସାଧାରଣ ଏଣ୍ଟ୍ରାନ୍ସ ପରୀକ୍ଷା କରାଯିବ। ଚଳିତ ବର୍ଷରୁ ଏହି ବ୍ୟବସ୍ଥା ଆରମ୍ଭ ହେବ। ୟୁଜି ଆଡ଼ମିସନ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ […]
Read More...

Advertisement