ସାଉଥରେ କରିବେ କମାଲ

ସାଉଥରେ କରିବେ କମାଲ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଅନୁଭବଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଖୁବଶୀଘ୍ର ବଲିଉଡ ହିରୋଇନ ଶ୍ରଦ୍ଧା କପୁରଙ୍କୁ ସାଉଥର ବଡ ପ୍ରୋଜେକ୍ଟରେ ଲିଡ ରୋଲରେ ଦେଖିବାକୁ ମିଳିବ । ନିକଟରେ ମିଳିଥିବା ସୂଚନା ଅନୁସାରେ ନିର୍ଦ୍ଦେଶକ ଲୋକେସ କଙ୍ଗାରାଜଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ଏଏ୨୩ ରେ ଶ୍ରଦ୍ଧାଙ୍କ ସହିତ ଅଲ୍ଲୁ ଅର୍ଜୁନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଖବର ଜଣା ପଡିବାପରେ ଶ୍ରଦ୍ଧାଙ୍କର ଫ୍ୟାନମାନେ ଖୁବ ଖୁସି ଅଛନ୍ତି । ବଲିଉଡ ଭଳି ସାଉଥରେ ମଧ୍ୟ ଲୋକମାନେ ଶ୍ରଦ୍ଧାଙ୍କୁ ପସନ୍ଦ କରିବେ ବୋଲି ତାଙ୍କ ଫ୍ୟାନମାନେ ଆଶା ରଖିଛନ୍ତି। ସେହିଭଳି ନୂଆ ପ୍ରୋଜେକ୍ଟକୁ ନେଇ ନିଜେ ଶ୍ରଦ୍ଧା ମଧ୍ୟ ଖୁବ ଖୁସି ଅଛନ୍ତି । ଏହି ପ୍ରୋଜେକ୍ଟରେ ଅନ୍ୟ କିଛି ବଡ ଷ୍ଟାରଙ୍କୁ ମଧ୍ୟ କେମିଓ ରୋଲରେ ଦେଖିବାକୁ ମିଳିବ । ପୂରା ଟିମ ପ୍ରୋଜେକ୍ଟକୁ ନେଇ ଖୁବ ଆଶାବାଦୀ ଅଛନ୍ତି ।

ସମ୍ବନ୍ଧିତ ଖବର ମୌନୀଙ୍କ କ୍ଷୋଭ

Tags:

Related Posts

ପ୍ରତିକ୍ଷାର ଅନ୍ତ

ପ୍ରତିକ୍ଷାର ଅନ୍ତ

ଘୁଞ୍ଚିଲା ରିଲିଜ

ଘୁଞ୍ଚିଲା ରିଲିଜ

ନୂଆ ଯୋଡି

ନୂଆ ଯୋଡି